Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବେ ସନି ଦେଓଲଙ୍କ ସାନପୁଅ ରାଜବୀର ଦେଓଲ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସନି ଦେଓଲଙ୍କ ସାନପୁଅ ରାଜବୀର ଦେଓଲ ରାଜଶ୍ରୀ ପ୍ରଡକ୍ସନ୍ସର ଆଗାମୀ ପ୍ରୋଜେକ୍ଟରେ ବଲିଉଡ୍‌ରେ ପାଦ ଦେବାକୁ ଯାଉଛନ୍ତି। ବୁଧବାର ଅଭିନେତା ଧର୍ମେନ୍ଦ୍ର ତାଙ୍କ ନାତି ରାଜବୀରଙ୍କୁ ତାଙ୍କ ପ୍ରଶଂସକଙ୍କ ସହ ପରିଚିତ କରାଇଥିଲେ ଏବଂ ତାଙ୍କ ଉପରେ ପ୍ରେମ ଏବଂ ସ୍ନେହ ଦେଖାଇବାକୁ କହିଥିଲେ।

ଧ‌ର୍ମେନ୍ଦ୍ର ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ ତୁମ ସମସ୍ତଙ୍କୁ ନମ୍ରତାର ସହିତ ଅନୁରୋଧ କରୁଛି ଯେ ଯେତିକି ସ୍ନେହ ଓ ଭଲପାଇବା ଆପଣମାନେ ମୋତେ ଦେଇଛନ୍ତି ତାଠାରୁ ଅଧିକ ଭଲପାଇବା ଆପଣମାନେ ପିଲାମାନଙ୍କୁ ମଧ୍ୟ ଦିଅନ୍ତୁ।

Leave A Reply

Your email address will not be published.