Latest Odisha News

BREAKING NEWS

ଧୋନିଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ସୁରେଶା ରାଇନା

ଭୁବନେଶ୍ୱର: କ୍ୟାପଟେନ କୁଲ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣାର କିଛି ସମୟ ବ୍ୟବଧାନରେ ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଛନ୍ତି । ଧୋନିଙ୍କ ପରି ସେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି । ଚେନ୍ନାଇ ସୁପରକିଙ୍ଗସ୍ ଟ୍ରେନିଂ କ୍ୟାମ୍ପରେ ବର୍ତ୍ତମାନ ରାଇନା ଧୋନିଙ୍କ ଅଧିନାୟିକତ୍ୱରେ ଅଭ୍ୟାସ କରୁଛନ୍ତି ।

ସୋସିଆଲ ମିଡିଆରେ ରାଇନା ଲେଖିଛନ୍ତି, ‘ଆପଣଙ୍କ ସହ ଖେଳିବା ମୋ ପାଇଁ ଗର୍ବର ବିଷୟ । ତେଣୁ ଆପଣଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ନିଷ୍ପତ୍ତି ନେଉଛି ।’

Leave A Reply

Your email address will not be published.