Latest Odisha News

BREAKING NEWS

Browsing Tag

Retirement

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ମିତାଲିଙ୍କ ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନୀରେ ପଡ଼ିଛି ପୂର୍ଣ୍ଣଛେଦ । ୩୯ ବର୍ଷିଅ ମିତାଲି ବୁଧବାର ଟ୍ୱିଟ୍ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା…

ସମସ୍ତ ଫର୍ମାଟ୍ କ୍ରିକେଟରୁ ସନ୍ୟାସ ନେଲେ ଭାରତୀୟ ମହିଳା କ୍ରିକେଟର୍ ଭି.ଆର୍ ଭନିତା

ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଭାରତୀୟ ମହିଳା ଦଳର ଓପନର୍ ଭେଲ୍ଲାସ୍ୱାମୀ ରାମୁ ଭନିତା । ୨୦୧୪, ଜାନୁଆରୀ ମାସରେ ଶ୍ରୀଲଙ୍କା ବିରୋଧରେ ବିଶାଖପାଟଣାରେ ଭନିତା ଉଭୟ ଦିନିକିଆ ଓ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ୬ଟି ଦିନିକିଆ ମ୍ୟାଚ୍…

ଟେନିସ୍‌କୁ ଅଲବିଦା କହିଲେ ସାନିଆ ମିର୍ଜା, ୨୦୨୨ ଶେଷ ସିଜିନ୍‌

ଭୁବନେଶ୍ୱର: ସନ୍ୟାସ ଘୋଷଣା କଲେ ଭାରତର ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା । ଚଳିତବର୍ଷ ଅଷ୍ଟ୍ରେଲିଆନ୍ ଓପନରେ ଆଜି ସେ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ପରାଜିତ ହେବା ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ମହିଳା ଡବଲ୍ସ ମ୍ୟାଚରେ ପରାଜିତ ହେବା ପରେ ଚଳିତବର୍ଷ ସାନିଆ ଶେଷ…

ଟି୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗୀତା ମଝିରୁ ସନ୍ୟାସ ନେବେ ଏହି ଖେଳାଳି

ଆବୁଧାବି: ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ…

କ୍ରିକେଟ୍‌କୁ ଅଲବିଦା କହିଲେ ୟୁସୁଫ୍ ପଠାନ୍

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରେ ଆଜିଠୁ ସନ୍ୟାସ ଗ୍ରହଣ କଲେ ବିସ୍ଫୋରକ ଅଲ୍‌ରାଉଣ୍ଡର୍ ୟୁସୁଫ୍ ପଠାନ୍ । ବରୋଦାର ଏହି ଧୁଆଁଧାର କ୍ରିକେଟର୍ ଭାରତ ପକ୍ଷରୁ ୫୭ଟି ଦିନିକିଆ ଓ ୨୨ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ତା ଛଡା ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା…

ମିଳିଲାନି ଜାତୀୟ ଦଳରେ ସ୍ଥାନ, ସନ୍ୟାସ ନେବେ କି ଏହି ବରିଷ୍ଠ କ୍ରିକେଟର୍ ?

ଭୁବନେଶ୍ୱର: ଅକ୍ଟୋବର ୩୦ ଠାରୁ ପାକିସ୍ତାନରେ ଆରମ୍ଭ ହେବ ଦିନିକିଆ ଓ ଟି୨୦ ସିରିଜ୍ । ରାୱଲପିଣ୍ଡିରେ ଦିନିକିଆ ଓ ଗଦ୍ଦାଫି ଷ୍ଟାଡିୟମରେ ହେବ ଟି୨୦ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ୨୨ ଜଣିଆ ଦଳ । ହେଲେ ଦଳରେ ସ୍ଥାନ ପାଇନଥିବାରୁ ଜଣେ ବରିଷ୍ଠ…

ଧୋନିଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ସୁରେଶା ରାଇନା

ଭୁବନେଶ୍ୱର: କ୍ୟାପଟେନ କୁଲ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣାର କିଛି ସମୟ ବ୍ୟବଧାନରେ ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଛନ୍ତି । ଧୋନିଙ୍କ ପରି ସେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି । ଚେନ୍ନାଇ ସୁପରକିଙ୍ଗସ୍ ଟ୍ରେନିଂ କ୍ୟାମ୍ପରେ ବର୍ତ୍ତମାନ ରାଇନା ଧୋନିଙ୍କ…