Latest Odisha News

BREAKING NEWS

Browsing Tag

12 prisoners corona positive

କଟକ ଜେଲ୍‌ରେ ୧୨ କଏଦୀ କରୋନା ପଜିଟିଭ

କଟକ: କଟକ ଜିଲ୍ଲା ସାଲେପୁରର ଏକ ସବ୍‌-ଜେଲରେ ୧୨ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜେଲ୍ ସୂତ୍ରରୁ ପ୍ରକାଶ ଯେ ଏପ୍ରିଲ୍ ୩୦ ରେ ପାଞ୍ଚ ଜଣ ଅନ୍ତେବାସୀ କରୋନ ଆକ୍ରାନ୍ତ ହୋଇଥି‌‌ଲେ। ଏହା ପରେ ଜେଲ୍ କର୍ତ୍ତୃପକ୍ଷ ଅବଶିଷ୍ଟ ଅନ୍ତେବାସୀଙ୍କ କୋଭିଡ୍‌ ପରୀକ୍ଷା କରିଥିଲେ…