Latest Odisha News

BREAKING NEWS

Browsing Tag

22 Patient Died

ପୁଣି ଅକ୍ସିଜେନ୍ ଅଭାବ ନେଲା ଜୀବନ: କର୍ଣ୍ଣାଟକର ଏକ ହସ୍ପିଟାଲରେ ୨୪ ରୋଗୀ ମୃତ

ବେଙ୍ଗାଳୁରୁ: କର୍ଣ୍ଣାଟକର ହସ୍ପିଟାଲରୁ ସାମନାକୁ ଆସିଛି ଅକ୍ସିଜେନ୍ ଅଭାବରୁ ଆଉ ଏକ ଦୁଃଖଦ ଓ ଦୃହୟବିଦାରକ ଘଟଣା । ଅକ୍ସିଜେନ୍ ଅଭାବରୁ ହସ୍ପିଟାଲରେ ଆଖି ବୁଜିଲେ ୨୪ ଜଣ ରୋଗୀ । କର୍ଣ୍ଣାଟକର ଚାମରାଜନଗରରେ ଥିବା ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ…