Latest Odisha News

BREAKING NEWS

Browsing Tag

3 arrested

ଠିକା କମ୍ପାନୀର ଗେଷ୍ଟ ହାଉସରେ ଗୁଳିମାଡ଼ ଘଟଣା, ଶ୍ରମିକ ନେତାଙ୍କ ସହ ୩ ଗିରଫ

ପାରାଦୀପ: ନୂଆବର୍ଷରେ ଶୁଭେଚ୍ଛା ଜଣାଇବାକୁ ଆସି ଠିକା କମ୍ପାନୀରେ ଗୁଳିମାଡ଼ ଘଟଣା । ବନ୍ଧାହେଲେ ଶ୍ରମିକ ନେତାଙ୍କ ସହ ୩ ଜଣ । ପାରାଦୀପ ଆଦର୍ଶ ଥାନା ପୋଲିସସ ଗେଷ୍ଟ ହାଉସରେ ଗୁଳିମାଡ଼ କରିଥିବା ଖୋର୍ଦ୍ଧା ଜିଲ୍ଲା ନାରାକାରପୁରର ବାପି ପ୍ରଧାନ, କେନ୍ଦୁଝରର ନନ୍ଦିପଡ଼ାର ପ୍ରଭାସ ଚନ୍ଦ୍ର…

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୩ ଜଣ ଗିରଫ ପରେ କୋର୍ଟ ଚାଲାଣ

ଭୁବନେଶ୍ୱର: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ ହେଲେ ୩ଜଣ । ମଞ୍ଚେଶ୍ୱର ଥାନା ପୋଲିସ ଏନେଇ ସ୍ପଷ୍ଟୀକରଣ ଦେଇଛି । ୧୧ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଦୀପକ ବାର୍ଥ ଡେ ପାର୍ଟି ଆୟୋଜନ କରିଥିଲେ । ଅତ୍ୟଧିକ ମାତ୍ରାରେ ହୋ-ହଲ୍ଲା ହେଉଥିବାରୁ ମହିଳା…

୧୦ ବର୍ଷ ପରେ ନିଖୋଜ ରହସ୍ୟ ଉପରୁ ଉଠିଲା ପରଦା, ମିଳିଲା କଙ୍କାଳ

ଢେଙ୍କାନାଳ: ନିଖୋଜର ୧୦ ବର୍ଷ ପରେ ମିଳିଛି ନରକଙ୍କାଳ । ଢେଙ୍କାନାଳ ଜିଲ୍ଲା ସୁନ୍ଦରୀଖଳା ଅଞ୍ଚଳରୁ ନିଖୋଜଙ୍କ ନରକଙ୍କାଳ ଠାବ ହୋଇଛି । ମାମଲାରେ ଢେଙ୍କନାଳ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏଥିସହ ନିଖୋଜ ଘଟଣା ଉପରୁ ୧୦ ବର୍ଷ ପରେ ପରଦା ହଟିଛି । ମୃତକ ଢେଙ୍କନାଳ ଥାନା ଅନ୍ତର୍ଗତ…

ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର, ତିନି ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ରବିବାର ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର କରି ତିନି ଜଣ ଗିରଫ ହୋଇଛନ୍ତି । ହାଇଦ୍ରାବାଦରୁ ଲକ୍ଷେ୍ନø ଯିବା ବାଟରେ ତିନି ଜଣ ପୁରୁଷ ଯାତ୍ରୀ ଜଣେ ଏୟାର ହୋଷ୍ଟେସଙ୍କୁ ମଦ ପିଇ ଖରାପ ବ୍ୟବହାର ଦେଖାଇଥିଲେ । ଥରେ ନୁହେଁ, ପୁରା ଯାତ୍ରା ମଧ୍ୟରେ ବାରମ୍ବାର ଏହା…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ତାଳଚେର: ଅନୁଗୁଳ ଜିଲ୍ଲା କୋଲିୟରୀ ଥାନା ଅଞ୍ଚଳରୁ ୧୩୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ । ସୂଚନା ଅନୁସାରେ ରେସକ୍ୟୁ କଲୋନୀ…

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ ,୩ ଗିରଫ

ପୁରୀ : ପୁରୀରେ ଧରାହେଲେ ବ୍ରାଉନସୁଗାର ବେପାରୀ । ପୁରୀ ଏସଟିଏଫ ଟିମକୁ ମିଳିଛି ସଫଳତା । ପୁରୀ ଏସଟିଏଫ ଟିମ୍ ଚଢଉ କରି ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୧୦ ଟି ପଲିଥିନ ପ୍ୟାକେଟରେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ…

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଖୋର୍ଦ୍ଧା: ପୁଣି କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧାରୁ ୧କିଲୋ ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଜିଲ୍ଲାର ଅଫତାବ, ଭଦ୍ରକ ଜିଲ୍ଲାର ମୁନା ଓରଫ ଶେଖ୍ କାମରୁଦ୍ଦିନ୍ ଓ…

ବିଷମକଟକରେ ବିପୁଳ ଗଂଜେଇ ଜବତ, ୩ ଗିରଫ

ବିଷମକଟକ: ସମଗ୍ର ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ଥିବାବେଳେ ବଢିବାରେ ଲାଗିଛି ଗଂଜେଇ ବେପାରୀଙ୍କ ସାହାସ । ଶୂନ୍‌ଶାନ୍ ଇଲାକାର ଫାଇଦା ଉଠାଇ ଅବାଧରେ ଚାଲିଛି ଗଂଜେଇ ଚାଲାଣ । ହେଲେ ଗତକାଲି ରାୟଗଡା ଜିଲ୍ଲାରେ ଏକ ବଡ ଧରଣର ଗଂଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି ବିଷମକଟକ ପୋଲିସ । ଗତ…

 ୫୧ କେଜି ଗଞ୍ଜେଇ ଜବତ, ପଶ୍ଚିମବଙ୍ଗ ହେଉଥିଲା ଚାଲାଣ, ୩ ଗିରଫ

ଗୋପାଳପୁର: ୫୧ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଗଞ୍ଜେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଗୋପାଳପୁର ନିକଟରେ ଧରାପଡିଛି । ଏଥିରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ୱାସିମ ହସନ, ସି.କେ ମୁସ୍ତାକିମ ଓ ଏସ କେ ମନ୍ନନ । ଏମାନେ ସମସ୍ତେ…

୧.୧୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ, ଖନ୍ତାପଡା ପୋଲିସର ଚଢ଼ାଉ

ନୀଳଗିରି:ବାଲେଶ୍ଵର ଜିଲ୍ଲା ସେରଗଡ଼ ଅଂଚଳରେ ଖନ୍ତାପଡା ପୋଲିସ ଚଢ଼ାଉ କରି ୧.୧୪ କ୍ୱିଣ୍ଟାଲ ଗଞ୍ଜେଇ ସହ କାର ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ସୂଚନାଯୋଗ୍ୟ ଜାତୀୟ ରାଜପଥ-୧୬ରେ ଏବେ ସ୍ପଷ୍ଟ ଦିବାଲୋକରେ ଗଞ୍ଜେଇ ଚାଲାଣ ହେଉଛି । ସୋମବାରରେ ବିଶେଷ…