Latest Odisha News
Browsing Tag

420 woman clerk arrested

କୋଟିଏରୁ ଅଧିକ ଟଙ୍କା ଆତ୍ମସାତ୍ ମାମଲାରେ ଗିରଫ ହେଲେ ମ୍ୟାଡାମ୍ ୪୨୦

ନବରଙ୍ଗପୁର : ଶେଷରେ ଗିରଫ ହେଲେ ମ୍ୟାଡାମ୍ -୪୨୦ । ଏକ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ୬ ମାସ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲେ ୪୨୦ କର୍ମଚାରୀ ଚନ୍ଦନା ମଣ୍ଡଳ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲରେ ଆର୍ଥିକ ଅନିୟମିତତା ନେଇ ତହସିଲଦାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ…