ଚୀନଠାରୁ ଯୁଦ୍ଧ ଜାହାଜ କିଣିବ ପାକିସ୍ତାନ
ଆଦିଲ୍ଲୀ : ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ଚୀନ୍ ଠାରୁ ଆଣିବ ୪ଟି ଆଧୁନିକ ଯୁଦ୍ଧପୋତ ଓ ୮ଟି ବୁଡ଼ାଜାହାଜ । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ନୌସେନା ମୁଖ୍ୟ । ପାକିସ୍ତାନ ନୌସେନା ପାଇଁ ଜାନୁଆରି ୨୯ ତାରିଖ ଦିନ ଚୀନ ଦ୍ବିତୀୟ ଟାଇପ୍ ୦୫୪ ଏପି ବହୁମୁଖୀ ନୌସେନା…