Latest Odisha News

BREAKING NEWS

Browsing Tag

aadhar card

ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର…

ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ…

ରାଜ୍ୟରେ ଆରମ୍ଭ ହେଲା “ବାଲ୍ ଆଧାର” ! ସହଜ ହେବ ନେବାକୁ ସରକାରୀ ସେବା

ଖୋର୍ଦ୍ଧା - ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର । ଯାହାକୁ ଲକ୍ଷ୍ୟରେ ରଖି ରାଜ୍ୟରେ ଆରମ୍ଭ ହୋଇଛି “ବାଲ୍ ଆଧାର” । ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପଡେଟ କରିବାକୁ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନକୁ ଜିଲ୍ଲାପାଳ କେ. ସୁଦର୍ଶନ…

ଶୀଘ୍ର କରି ନିଅନ୍ତୁ ଏ କାମ, ନ ହେଲେ ଅଚଳ ହୋଇଯିବ ଆପଣଙ୍କ ପାନ କାର୍ଡ

ନୂଆଦିଲ୍ଲୀ: ବଡ଼ ଧରଣର ଦେଣନେଣ ହେଉ ଅବା ଆୟକର ଦାଖଲ । ଏ ସବୁଥିପାଇଁ ପାନ କାର୍ଡ ଅପରିହାର୍ଯ୍ୟ ଅଟେ । ଏବେ ସରକାର ପାନ କାର୍ଡ ସହ ଆଧାର କାର୍ଡ ଯୋଡ଼ିବାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଆପଣ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଆପଣଙ୍କ ପାନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରାଇବେ ନାହିଁ । ତା…

ଆଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି

ଲକ୍ଷ୍ନୌ: ଅଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି। ଏପରି ଘଟଣା କେବେ ଶୁଣିଛନ୍ତି କି?  ସାମାଜିକ ବିବାହ କରିବାକୁ ଗଲେ ପ୍ରଥମେ ଭାଇ, ବନ୍ଧୁ, କୁଟୁମ୍ବ ଏବଂ ପରିଚିତ ଗାଁ ଲୋକଙ୍କୁ ଭୋଜି ଦେବାକୁ ପଡ଼େ। ଲୋକ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ବିବାହରେ କେବଳ ଯେ…

ବଢିଲା ଚିନ୍ତା, ୨ ପାକିସ୍ତାନୀ ଆତଙ୍କବାଦୀଙ୍କ ଠାରୁ ମିଳିଲା ଆଧାର୍ କାର୍ଡ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଅଭିନବ କାର୍ଯ୍ୟକଳାପ ଭାରତୀୟ ସେନାର ନିଦ ହଜାଇଦେଇଛି । ଦିନରାତି ଏକ କରି ଦେଶର ସୀମା ଜଗୁଥିବା ଆମ ସେନା ଏବେ ଚିନ୍ତାରେ ପଡିଛି । କାରଣ ପୂର୍ବରୁ ଆତଙ୍କବାଦୀଙ୍କ ନିକଟରୁ ଭାରତୀୟ ହତିଆର ମିଳୁଥିଲା । ହେଲେ ଏବେ ପାକିସ୍ତାନୀ ଆତଙ୍କବାଦୀଙ୍କ…

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ…