Latest Odisha News

BREAKING NEWS

Browsing Tag

Aakash Pathak

ପୁଣି ରିମାଣ୍ଡରେ ପାଠକ ବାପା-ପୁଅ

ବ୍ରହ୍ମପୁର: ପୁଣି ପୋଲିସ ରିମାଣ୍ଡରେ ଗଲେ ପାଠକ ବାପା-ପୁଅ । ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ସେମାନଙ୍କୁ ନେଇଛି ପୋଲିସ । ୩ଟି ଠକେଇ ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ । ଦୁଇ…

ଆକାଶ ପାଠକଙ୍କ ଆକାଉଣ୍ଟରୁ ପୁଣି ୧କୋଟି ୪୭ଲକ୍ଷ ଟଙ୍କା ଠାବ

ଭୁବନେଶ୍ୱର: ତଦନ୍ତ ଯେତିକି ଆଗଉଛି, ଖୋଲୁଛି ଆକାଶ ପାଠକଙ୍କ ଗୋଟିଏ ପରେ ଗୋଟିଏ ଗୁମର। ପୁଣି ତାଙ୍କ ଆକାଉଣ୍ଟରୁ ଠାବ ହୋଇଛି ୧କୋଟି ୪୭ ଲକ୍ଷ ଟଙ୍କା ବ୍ୟାଙ୍କ ଜମା । ଭୁବନେଶ୍ୱର ଓ ପୁନେର ତିନିଟି ବ୍ଯାଙ୍କ ଆକାଉଣ୍ଟର ଖୋଳତାଡ ବେଳେ ଏହି ତଥ୍ୟ ସାମନାକୁ ଆସିଛି। ଏନେଇ କ୍ରାଇମବ୍ରାଞ୍ଚ…

ଟାଟା ମୋଟର୍ସରେ ଚାକିରି କରି ନଥିବା ସ୍ୱୀକାର କଲେ ଆକାଶ ପାଠକ !

ଭୁବନେଶ୍ୱର: ଜେରା ବେଳେ ଭିଜିଲାନ୍ସ ଆଗରେ ସତ ଓଗାଳୁଛନ୍ତି ପାଠକ ବାପା-ପୁଅ । ଟାଟା ମୋଟର୍ସରେ ଚାକିରି କରି ନଥିଲେ ଆକାଶ ପାଠକ । ପଚରାଉଚରା ବେଳେ ସେ ଭିଜିଲାନ୍ସ ଆଗରେ ଏକଥା ସ୍ୱୀକାର କରିଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ଏନେଇ ସୂଚନା ମିଳିଛି । ସେହିପରି ଟାର୍ଟର ପ୍ଲେନରେ…

ଆକାଶ ପାଠକଙ୍କ ଆର୍ଥିକ କାରବାର ତଦନ୍ତ କରିବ ଆୟକର ବିଭାଗ ଓ ଇଡି

ଭୁବନେଶ୍ୱର: କେମିତି ଓ କେଉଁ ସୂତ୍ରରୁ ଆକାଶ ପାଠକଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଡିପୋଜିଟ ହୋଇଥିଲା ? ଆକାଶଙ୍କ ଆର୍ଥିକ କାରବାରର ଖୋଳତାଡ କରିବ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଆଇଟି ଓ ଇଡିକୁ ତଦନ୍ତ ପାଇଁ ସୁପାରିଶ କରିଛି ଭିଜିଲାନ୍ସ। ଆକାଶ ପାଠକଙ୍କ ତିନିଟି…

ସତ ଓଗାଳିବେ ପାଠକ ବାପା-ପୁଅ: ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ। କଟକ ଅଫିସରେ ସେମାନଙ୍କୁ ୩ ଦିନ ଧରି ଜେରା କରାଯିବ। ଅଧିକ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡ ମାଗିଥିଲା ଭିଜିଲାନ୍ସ। ଆଗକୁ ବାପା-ପୁଅଙ୍କୁ ସାମନା ସାମନି ବସାଇ ଅମାପ ସମ୍ପତ୍ତିର…