Latest Odisha News

BREAKING NEWS

Browsing Tag

Aayodhya

ଭିଆଇପିଙ୍କୁ ଅଯୋଧ୍ୟା ମନା!

ଉତ୍ତର ପ୍ରଦେଶ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପୂରି ଉଠୁଛି ସହର। ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଅନୁରୋଧ କରିଛନ୍ତି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଲୋକ…

ସମ୍ପତ୍ତି ଲୋଭରେ ମାମୁ, ମାଇଁଙ୍କ ସହ ୫ ଜଣଙ୍କୁ ହତ୍ୟା କଲା ସମ୍ପର୍କୀୟ ଭଣଜା

ଅଯୋଧ୍ୟା: ସମ୍ପତ୍ତି ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା । ଉତ୍ତରପ୍ରଦେଶର ଅଯୋଧ୍ୟାରେ ବିଳମ୍ବିତ ରାତିରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଇନାୟତ ନଗର ଥାନା ଖାନପୁର ନିସାରୁ ଗାଁରେ ସମ୍ପର୍କୀୟ ଭଣଜା ସମ୍ପତ୍ତି ପାଇଁ ମାମୁ, ମାଇଁ ସହ ତିନି ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ୧୦…

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ୍ ପ୍ରକଳ୍ପ ଆରମ୍ଭ

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ ପ୍ରକଳ୍ପ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି। ଯେଉଁଥିର‌େ ଡାକ୍ତରଖାନା, ସଂଗ୍ରହାଳୟ, ଲାଇବ୍ରେରୀ, କମ୍ୟୁନିଟି ରୋଷେଇ ଘର, ଇଣ୍ଡୋ-ଇସଲାମିକ୍ ସାଂସ୍କୃତିକ ରିସର୍ଚ୍ଚ ସେଣ୍ଟର ସହ ଏକ ପବ୍ଲିକେସନ୍ ହାଉସ୍ ମଧ୍ୟ ସାମିଲ। ଇଣ୍ଡୋ-ଇସଲାମିକ୍…

କିଭଳି ରହିବ ଅଯୋଧ୍ୟାରେ ନିର୍ମିତ ମସଜିଦ, ଦେଖନ୍ତୁ ଝଲକ

ଲକ୍ଷ୍ନୌ: ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତରପ୍ରଦେଶରେ ରାମ ମନ୍ଦିର ଓ ମସଜିଦ ନିର୍ମାଣ ପାଇଁ ବାଟ ଫିଟିଥିଲା। ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦର ପ୍ରକଳ୍ପ ପାଇଁ ପ୍ରଥମ ସ୍ଥାପତ୍ୟ ଯୋଜନା ପ୍ରକାଶ କରିଯାଉଥିବା ବେଳେ ଆସନ୍ତା ବର୍ଷ ଆରମ୍ଭରେ ଭିତ୍ତି…

ଏକାସାଙ୍ଗେ ୬ ଲକ୍ଷରୁ ଅଧିକ ଦୀପ ପ୍ରଜ୍ଵଳନ କରି ବିଶ୍ୱ ରେକର୍ଡ ସୃଷ୍ଟି କଲା ଅଯୋଧ୍ୟା ଦୀପୋତ୍ସବ

ନୂଆଦିଲ୍ଲୀ: ଦୀପାବଳୀ ଉପଳକ୍ଷେ ସାରା ଅଯୋଧ୍ୟାରେ ନଗରୀ ଉତ୍ସବମୁଖର ହୋଇଉଠିଛି। ରାମନଗରୀର ସ‌ୌନ୍ଦର୍ଯ୍ୟ ଦୀପାବଳିର ଦୀପ ସମୂହରେ ବହୁଗୁଣିତ ହୋଇଛି। ଶୁକ୍ରବାର ଅର୍ଥାତ୍‌ ଦୀପାବଳି ଉତ୍ସବରେ ଅଯୋଧ୍ୟାର ଦୀପୋତ୍ସଭରେ ଦୀପ ପ୍ରଜ୍ଵଳନ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଏକାସାଙ୍ଗରେ…

ଏଥର ଅଯୋଧ୍ୟାରେ ପାଳନ ହେବ ସ୍ୱତନ୍ତ୍ର ଦୀପାବଳି; ଅନ୍‌ଲାଇନ୍‌ରେ ‘ଅଯୋଧ୍ୟା ଦୀପୋତ୍ସଭ’ରେ ଭାଗ ନେଇ…

ନୂଆଦିଲ୍ଲୀ: ଏଥର ଦୀପାବଳି ଅଯୋଧ୍ୟାରେ ସ୍ୱତନ୍ତ୍ର ହେବାକୁ ଯାଉଛନ୍ତି। ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପରେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବ। କରୋନା ସଙ୍କଟ ମଧ୍ୟରେ, ଏହି ପର୍ବ ପାଳନ କରାଯାଉଛି। ଏହା ମଧ୍ୟରେ ବହୁତ କିଛି ଡିଜିଟାଲ୍ ହୋଇଯାଇଛି। ଏଥର 'ଅଯୋଧ୍ୟା…

ସରିଲା ଭୂମି ପୂଜନ, ଏବେ କିଏ କରିବ ରାମ ମନ୍ଦିର ନିର୍ମାଣ?

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଭାରତବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ରାମମନ୍ଦିର ତିଆରି ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ଯେଉଁ ମନ୍ଦିର ତିଆରିକୁ ନେଇ ଏତେ ଚର୍ଚ୍ଚା ସେଇ ମନ୍ଦିରକୁ କିଏ ତିଆରି କରିବେ ଆସନ୍ତୁ ଜାଣିବା । ଏହି ମନ୍ଦିର ସ୍ଥପତି…

ରାମମନ୍ଦିର ଭଳି ଦେଖାଯିବ ଅଯୋଧ୍ୟା ରେଲଓ୍ୱେ ଷ୍ଟେସନ

ଅଯୋଧ୍ୟା: ରାମମନ୍ଦିର ନିର୍ମାଣ ସହ ଅଯୋଧ୍ୟା ନଗରୀର ବଦଳିବ ରୂପରେଖ । ନୂଆ ବେଶଭୂଷାରେ ସଜେଇ ହେବ ଶ୍ରୀରାମଙ୍କ ଜନ୍ମଭୂମି । ଅଯୋଧ୍ୟା ରେଲଓ୍ୱେ ଷ୍ଟେସନର ନବକଳେବର ହେବ । ନୂଆ ଅଯୋଧ୍ୟା ଷ୍ଟେସନର ପ୍ରଥମ ପର‌୍ୟ୍ୟାୟ ନିର୍ମାଣ କାମ ୨୦୨୧ ସୁଦ୍ଧା ସରିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ…

ଅଗଷ୍ଟ ୫ରେ ରାମ ମନ୍ଦିର ପାଇଁ ଭୂମି ପୂଜନ, ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ପାଇଁ ସ୍ଥିର ହେଲା ଭୂମି ପୂଜନ ତାରିଖ । ଅଗଷ୍ଟ ୫ ତାରିଖ ଅଯୋଧ୍ୟାରେ ଭୂମି ପୂଜନ ହେବ । ଆସିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି । ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ…

ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ କାମ

ଅଯୋଧ୍ୟା: ଅଗଷ୍ଟ ମାସରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇପାରେ । ଆସନ୍ତା ଅଗଷ୍ଟ ୩ କିମ୍ବା ୫ ତାରିଖରେ ହୋଇପାରେ ଭୂମି ପୂଜନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ତାଙ୍କୁ ଦୁଇଟି ତାରିଖ ପ୍ରସ୍ତାବ ଦିଆଯାଇଛି । ଶ୍ରୀରାମ ଜନ୍ମଭୂମି…