ଅଲୋଡା ଶିଶୁ କନ୍ୟାକୁ ଆପଣେଇଲେ ବେଙ୍ଗାଲୁରୁର ଦମ୍ପତ୍ତି
ବଲାଙ୍ଗିର: ଗତ ମାର୍ଚ୍ଚ ମାସରେ ସହରର ଏକ ନର୍ଦ୍ଦମାରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟାକୁ ପୋଷ୍ୟପୁତ୍ରୀ ଭାବେ ଆପଣେଇଛନ୍ତି ବେଙ୍ଗାଲୁରୁର ଦମ୍ପତି ।
ଉଦ୍ଧାର ପରେ ଶିଶୁଟିର ଯତ୍ନ ନେବା ସହ ଶିଶୁ ମଙ୍ଗଳ କମିଟିକୁ ପ୍ରଦାନ କରାଯାଇଥିଲା । ଯେଉଁଠାରେ ତାକୁ ‘ତୁଳସୀ’ ନାମ ଦିଆଯାଇଥିଲା…