Latest Odisha News

BREAKING NEWS

Browsing Tag

Accused Arrest

[ଦେଖନ୍ତୁ ଭିଡିଓ] ସିସିଟିଭି ଫୁଟେଜରୁ ଧରାପଡ଼ିଲା ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ

ନୂଆପଡା  : ନୂଆପଡା ଜିଲ୍ଲା ସିନାପାଲିରେ ଗାଡି ପାର୍କିଂକୁ ନେଇ ବଚସା ପରେ ଗୁଳିମାଡ ।  ଛତିଶଗଡ଼ରୁ ଅଭିଯୁକ୍ତ ଗିରଫ । ଗତକାଲି ଦିନରେ ସିନାପାଲି ରାବଣ ଛକ ନିକଟରେ ଗୁଳିମାଡ଼ ହୋଇଥିଲା । ଏଥିରେ ବାପା ପୁଅ ଗୁରୁତର ହୋଇଥିବା ବେଳେ ଅଭିଯୁକ୍ତ ଛତିଶଗଡ଼ରୁ ଗିରଫ ହୋଇଛି । ଗାଡି ପାର୍କିଂକୁ…

ସିନେମା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ଫିଲ୍ମରେ ଅଭିନୟ କରାଇଦେବା ନାଁରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପୁଲିସ ଛାନ୍ଭିନ୍ ଆରମ୍ଭ ହୋଇଥିଲା । ତେବେ ଘଟଣାର କିଛି ଦିନ ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ଗିରଫ ହେବା ସହିତ ତାକୁ ଥାନାରେ…

ପୁରୀ ବୋମାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

ପୁରୀ: ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଜାରି ରଖିଛି ପୁରୀ ପୋଲିସ । ଏକ ବୋମାମାଡ଼ ଘଟଣାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲା ସଦାଶିବ ମାନସିଂହ ।  ଟାଉନ ଥାନା ଅନ୍ତର୍ଗତ ଚକ୍ରକୋଟ ଲେନର ବୈଦ୍ୟନାଥ ମହା ସୁଆରଙ୍କ ଘର ଉପରେ ଅଭିଯୁକ୍ତ ଓ ତାର…

ଛେଣ୍ଡିପଦା ଗୁଳିମାଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୁଳିମାଡ ଘଟଣାରେ ଧରାପଡିଛି ମୁଖ୍ୟ ଅଭିଯୁକ୍ତ । ପୋଲିସ ମୁଖ୍ୟ ଅଭିଯୁକ୍ତ ଟୁକୁନି ସାହୁକୁ ଗିରଫ କରିଛି । ହଣ୍ଡପା ଥାନା ନାକିଚି ଅଞ୍ଚଳରେ ପାତ୍ରପଡା ଅଞ୍ଚଳର ଟୁକୁନା ଥିବାର ଖବର ପାଇ ପୋଲିସ ଚଢାଉ କରିବା ସହ ତାକୁ ଗିରଫ କରିବାକୁ ସଫଳ ହୋଇଥିଲା ।…