Latest Odisha News

BREAKING NEWS

Browsing Tag

AIIMS Bhubaneswar

ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ସେବା

ଭୁବନେଶ୍ବର : ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଏକ ସ୍ୱତନ୍ତ୍ର ହ୍ୟାଣ୍ଡ(ହାତ) କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି । ଜାତୀୟ ହ୍ୟାଣ୍ଡ ସର୍ଜରୀ ଦିବସ (୨୩ ଅଗଷ୍ଟ) ଅବସରରେ ଅର୍ଥୋପେଡିକ୍ ଏବଂ ପିଏମଆର ବିଭାଗର ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ହ୍ୟାଣ୍ଡ…

ଏମ୍ସ ଭୁବନେଶ୍ୱରରେ ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର ଆରମ୍ଭ; ମୁଖ୍ୟସ୍ରୋତକୁ ଫେରିବେ ନିଶାଗ୍ରସ୍ତ

ଭୁବନେଶ୍ୱର: ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରାଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିଜର…

ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର AIIMS

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ (AIIMS) ଭୁବନେଶ୍ୱର । ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ । ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨…

ଏମ୍ସ ଭୁବନେଶ୍ୱରରେ କର୍କଟ ଏବଂ ରକ୍ତ କର୍କଟ ରୋଗୀଙ୍କ ପାଇଁ ସ୍ପେଶାଲ ଆଇସିୟୁ

ଭୁବନେଶ୍ୱର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସାମଗ୍ରୀକ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି / ହେମାଟୋଲୋଜି ବିଭାଗ ପକ୍ଷରୁ ସ୍ପେଶାଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି। ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାକୁ ଗୁରୁବାର ଏମ୍ସ…

ଏମ୍‌ସ ଭୁବନେଶ୍ବର ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ ଏମ୍‌ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା

ଭୁ‌‌ବନେଶ୍ବର : ଏମ୍‌ସ ଭୁବନେଶ୍ବର‌ର ସଫଳତାରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ । ଡାକ୍ତରୀ ଶିକ୍ଷା ତଥା ଗ‌ବେଷଣା କ୍ଷେତ୍ରରେ ଦେଶରେ ସୁନାମ ଅର୍ଜନ କରିଥିବା ଭୁ‌ବନେଶ୍ବର ଏମ୍‌ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏମ୍‌ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍‌…

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ଓ ଉପନେତା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ବିରୋଧୀ ଦଳ ନେତା ଓ ଉପନେତା ସୁସ୍ଥ ହେଉଛନ୍ତି । ଦୁହେଁ କରୋନା ସଂକ୍ରମିତ ହେବା ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ୫୦ ଦିନ ହେବ ତାଙ୍କୁ ଭେଣ୍ଟିଲେଟର ବାହାରେ…

ଭୁବନେଶ୍ୱର ଏମ୍ସକୁ ଆସିଲା ପ୍ରଥମ ECMO ମେସିନ୍

ଭୁବନେଶ୍ୱର: ଓଡ଼ିଶା ଆସିଲା ECMO ମେସିନ୍ । ଭୁବନେଶ୍ୱର ଏମ୍ସ ପ୍ରଥମ ECMO ମେସିନ୍ ପାଇଛି । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର…

ଦୁଇ ମାସ ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ମାସ ହେବ ବନ୍ଦ ରହିଥିବା ଭୁବନେଶ୍ୱର ଏମସ୍ ବର୍ହିବିଭାଗ(ଓପିଡି) ଆଜିଠୁ ଖୋଲିଛି । ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଆଜିଠାରୁ ଓପିଡିରେ ଆରମ୍ଭ ହୋଇଛି ସାଧାରଣ ରୋଗୀଙ୍କ ଚିକିତ୍ସା । ତେବେ ପ୍ରାଥମିକ ପର୍ଯ୍ୟାୟରେ ଓପିଡିରେ କମ୍…

୨୮ ତାରିଖରୁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: ଦୁଇ ମାସ ପରେ ଆସନ୍ତା ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି । କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ଓ ଏମ୍ସରେ କୋଭିଡ୍ ରୋଗୀଙ୍କ ସଂଖ୍ୟା କମିବା ପରେ ଏହି ନିଷ୍ପତ୍ତି ହୋଇଛି । ଫଳରେ ଏଣିକି ଓପିଡିରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସା ହୋଇ ପାରିବ । ଏମ୍ସରେ…

ନଭେମ୍ବର ୨ରୁ ଏମ୍ସର ଓପିଡି ସେବା ଖୋଲା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ବନ୍ଦ ଥିବା ଓପିଡି ସେବାକୁ ନଭେମ୍ବର ୨ ତାରିଖରୁ ଖୋଲାଯିବ । କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜୁଲାଇ ୧୦ ତାରିଖରୁ ବନ୍ଦ କରାଯାଇଥିଲା । ଏମ୍ସର ବିଜ୍ଞପ୍ତି ଅନୁଯାୟୀ…