Latest Odisha News
Browsing Tag

AIIMS Bhubaneswar

କାଲିଠାରୁ ଭୁବନେଶ୍ୱର ଏମସ୍‌ର ଓପିଡି ବନ୍ଦ

ଭୁବନେଶ୍ୱର: ଏମସ୍‌ରେ ଚିକିତ୍ସିତ ହେଉଥିବା କେତେକ ରୋଗୀ ଓ କିଛି ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆସନ୍ତାକାଲିଠାରୁ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଓପିଡିକୁ ବନ୍ଦ ରଖାଯିବ ବୋଲି ଏହାର ନିର୍ଦ୍ଦେଶିକା…

ଭୁବନେଶ୍ୱର ଏମସ୍ ଛାତ୍ରୀ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ୧ ନମ୍ବର

ଭୁବନେଶ୍ୱର : ଭୁବନେଶ୍ୱରର ଗୌରବ ବଢାଇଛନ୍ତି ଏମସ୍‌ର ଡାକ୍ତରୀ ଛାତ୍ରୀ ଡକ୍ଟର ବିନିତା କେ. । ସେ ମେଡିକାଲ ପିଜି ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିବା ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଆଜି ଘୋଷଣା କରାଯାଇଥିବା ସର୍ବଭାରତୀୟ ଏମସ୍ ପିଜି ପ୍ରବେଶିକା…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ୨୪ ଘଂଟାରେ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରେ ଏମ୍‌ସ ହସ୍ପିଟାଲର ଜଣେ କର୍ମଚାରୀ ଥିବା ଜଣାପଡିଛି । There are 3 local contact cases. 1 case belong to Aiginia, Patrapada area. 1 case is an…

କରୋନା ସଂକ୍ରମଣ: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନା ପଜିଟିଭ୍ ଥିବା ନମୁନା ପରୀକ୍ଷା…

ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେ ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଯିବା ପାଇଁ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ବିଦେଶରୁ ଫେରିବା ପରେ ଭୁବନେଶ୍ୱରର ଏହି ୨୦ ବର୍ଷୀୟ ଛାତ୍ର…