Latest Odisha News

BREAKING NEWS

Browsing Tag

AIMIM

ତେଲେଙ୍ଗାନାରେ ବିଆରଏସ, କଂଗ୍ରେସକୁ ଖେଳାଇବେ ବିଜେପିର ରାଜା !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି ।ତେଲେଙ୍ଗାନା ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ବିଜେପି ତେଲେଙ୍ଗାନାରେ ପ୍ରଥମ ପର୍ଯ୍ୟାୟ…

ନୁରୀ ପାଇଁ ଫସିଗଲେ ରାହୁଲ !

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମା ସୋନିଆଙ୍କୁ ଦେଇଥିବା କୁକୁର ଛୁଆକୁ ନେଇ ବିବାଦ। ଏହି ଛୁଆର ନାଁ ନୁରୀ ରଖିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗ ଏବେ ଅଦାଲତରେ ପହଞ୍ଚିଛି । ୟୁପିର ପ୍ରୟାଗରାଜରେ ଜଣେ ବ୍ୟକ୍ତି ଏ ପ୍ରସଙ୍ଗକୁ ନେଇ ଅଦାଲତଙ୍କ ଦ୍ୱାରସ୍ଥ…

ବିଜେପି ସାଂସଦ କହୁଛନ୍ତି କଂଗ୍ରେସ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏସବୁ ରାଜ୍ୟରେ ରାଜନୈତିକ ଲଢେଇ ତୀଵ୍ର ହୋଇଛି। ଏହି ଅବସରରେ ତେଲେଙ୍ଗାନା ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବନ୍ଦୀ ସଞ୍ଜୟ କୁମାର କଂଗ୍ରେସ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। କଂଗ୍ରେସ…

“ତାଜ ମହଲ ପାଇଁ ପେଟ୍ରୋଲ ଦର ବୃଦ୍ଧି ହେଉଛି”

ହାଇଦ୍ରାବାଦ: ଯଦି ଶାହାଜାହାନ୍ ତାଜମହଲ ନିର୍ମାଣ କରିନଥାନ୍ତେ ତେବେ ଆଜି ପେଟ୍ରୋଲ ଲିଟର ପିଛା ୪୦ ଟଙ୍କାରେ ମିଳିଥାନ୍ତା । ସେ ଏତେ ବଡ଼ ମହଲ ତିଆରି କରି ମସ୍ତବଡ଼ ଭୁଲ୍ କରିଦେଲେ । ତାଜ ମହଲ ନିର୍ମାଣରେ ଖର୍ଚ୍ଚ ଟଙ୍କା ସଂଚୟ କରିବାର ଥିଲା । ଆଉ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ…

ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅ ଆଉ ପୁତୁରା ଗଣଦୁଷ୍କର୍ମ  ଅଭିଯୋଗରେ ଗିରଫ

ହାଇଦ୍ରାବାଦ:  ହାଇଦ୍ରାବାଦର ଜୁବିଲି ହିଲ୍‌ସ୍‌ରେ  ନାବାଳିକାଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ଅଭିଯୋଗରେ ‘ଅଲ୍‌ ଇଣ୍ଡିଆ ମଜିଲି-ଇ-ଇତ୍ତେହାଦୁଲ୍‌ ମୁସ୍‌ଲିମ୍‌’ର (ଏଆଇଏମ୍‌ଆଇଏମ୍‌) ବିଧାୟକଙ୍କ ନାବାଳକ ପୁଅ ଏବଂ ପୁତୁରାଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ସଂପୃକ୍ତ ୬ଜଣ…