ସମ୍ପୂର୍ଣ୍ଣ ଟିକାକରଣ ପରେ ଦୁବାଇକୁ ଉଡାଣ ଭରିଛି ଏୟାର ଇଣ୍ଡିଆର ପ୍ରଥମ ଆନ୍ତର୍ଜାତୀୟ ବିମାନ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ରୁ ମେମ୍ବରଙ୍କ ସମ୍ପୂର୍ଣ୍ଣ ଟିକାକରଣ ପରେ ପ୍ରଥମ ଆନ୍ତର୍ଜାତୀୟ ବିମାନ ଦିଲ୍ଲୀରୁ ଦୁବାଇକୁ ଉଡାଣ ଭରିଛି।
ସୂଚନା ଅନୁଯାୟୀ, ଫ୍ଲାଇଟ୍ ନମ୍ବର ଓଢ ୧୯୧ର ସମସ୍ତ ପାଇଲଟ୍ ଏବଂ କ୍ରୁ ସଦସ୍ୟମାନେ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି।
ବଜେଟ୍…