Latest Odisha News

BREAKING NEWS

Browsing Tag

Ama Byakaran

ଓଡ଼ିଆରେ ଅବର୍ଗ୍ୟ ବ୍ୟଞ୍ଜନ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଓଡ଼ିଆରେ ଅବର୍ଗ୍ୟ ବ୍ୟଞ୍ଜନ ଭାବେ ଶ,ଷ,ସ ତିନୋଟି ଅକ୍ଷରର ବ୍ୟବହାର ବର୍ଣ୍ଣମାଳାରେ ସ୍ଥାନିତ । ଶ ଓ ଷ ଭାବରେ ଉଚ୍ଚାରିତ ହୋଇ ବର୍ଣ୍ଣମାଳାରେ ଅକ୍ଷରଭାବେ ସ୍ଥାନ ପାଇଥିଲେ ମଧ୍ୟ ଏହି ଦୁଇଟି ଧ୍ୱନିର ଉଚ୍ଚାରଣ ଓଡ଼ିଆରେ ସ୍ୱତବ ଭାବେ ଉଚ୍ଚାରିତ ହୋଇ…

ବର୍ଣ୍ଣ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଭାବକୁ ପ୍ରକାଶ କରିବା ପାଇଁ ଆମେ ଭାଷାର ବ୍ୟବହାର କରିଥାଉ । ସେଇଥିପାଇଁ ତ କୁହାଯାଏ, ଭାଷା ହେଉଛି ଯୋଗାଯୋଗର ମାଧ୍ୟମ । ତେବେ ଭାଷାକୁ ବ୍ୟକ୍ତ କରିବାପାଇଁ ଆମେ କେତେ ପ୍ରକାଶ ସଙ୍କେତ ବ୍ୟବହାର କରିଥାଉ । ଏହାକୁ ଆମେ ବର୍ଣ୍ଣ ବା ଅକ୍ଷର ବା ଲିପି…

ଅଯୋଗବାହ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ଭାଷାର ବୈଶିଷ୍ଟ୍ୟ ବିବିଧ। ଆମର ସମସ୍ତ ବ୍ୟଞ୍ଜନ ସ୍ୱରାନ୍ତ । ବ୍ରାହ୍ମୀ ଲିପିର ପ୍ରଭାବରେ ଆମ ଅକ୍ଷର ତ୍ରିକୋଣାକାର ଯେମିତିକି :- ଏ , ଐ । ଦ୍ରାବିଡ଼ ଲିପି ପ୍ରଭାବରେ ଏହା ବର୍ତ୍ତୁଳାକାର। କ, ଖ, ଗ ,ଘ, ପ, ଫ , ଭ , ଦ, ଧ, ଅ, ଆ ସ୍ୱର…

ଆମ ଶିଳାଲେଖର ଭାଷା (୧ )

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଶାସ୍ତ୍ରୀୟ ଭାଷାର ଗୌରବ ପାଇଥିବା ତଥା ଭାଷା ଆଧାରରେ ଭୌଗୋଳିକ ଭୂଖଣ୍ଡ ଦେଇଥିବା ଆମ ଓଡ଼ିଆ ଭାଷାର ପ୍ରାଚୀନତା, ସାରା ଭାରତରେ ଗବେଷକମାନଙ୍କୁ ଆକୃଷ୍ଟ କରି ଆସିଛି । ଏହି ପ୍ରାଚୀନତା ଆଧାରରେ ଆମ ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା ।…