Latest Odisha News

BREAKING NEWS

Browsing Tag

America President Elecation

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି

ୱାଶିଂଟନ: ଆସନ୍ତା ବର୍ଷ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ।  ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲି  ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼ିବେ। ଏ ନେଇ ନିଜେ ନିକ୍କି ମଙ୍ଗଳବାର ଏକ ଭିଡିଓ ବାର୍ତ୍ତା ଦେଇ ଘୋଷଣା କରିଛନ୍ତି। ଭିଡିଓରେ ସେ…

ରେଜଲ୍ଟ ପୂର୍ବରୁ ନିଜକୁ ବିଜୟ ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଡୋନାଲ୍ଟ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବେ ନା ଜୋ ବାଇଡେନ୍ କ୍ଷମତା ଦାଖଲ କରିବେ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ତେବେ ଫାଇନାଲ ରେଜଲ୍ଟ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିଜକୁ ବିଜୟ…

ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଜୋ ବିଡେନ୍‌

ୱାଶିଂଟନ: ଭାରତୀୟଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ । ଏଥିସହ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ କମଲା ହାରିସ ମଧ୍ୟ ଭାରତୀୟ ଆମେରିକୀୟମାନଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକାରେ ଥିବା ହିନ୍ଦୁ ଭାରତୀୟମାନଙ୍କୁ ଟ୍ୱିଟ…

କମଲା ହାରିସ୍ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଅପମାନ ହେବ: ଟ୍ରମ୍ପ

ଉତ୍ତର କାରୋଲିନା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଙ୍କୁ ଆକ୍ରମଣ କରି କହିଛନ୍ତି ଯେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଏହା ଆମେରିକା ପାଇଁ ଅପମାନ ହେବ। ଯଦି ବିଡେନ…

ଭୋଟ ଜାଲିଆତି ଭୟ: ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ କରିବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ଘାରିଛି ଭୋଟ ଜାଲିଆତି ଭୟ । ଭୋଟ ହେରଫେର୍ ଆଶଙ୍କାରେ ନଭେମ୍ବର ମାସରେ ନିର୍ଦ୍ଧାରିତ ହୋଇଥିବା ପରବର୍ତ୍ତୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଳମ୍ବରେ କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ମେ‌‌ଲ୍‌-ଇନ୍ ଭୋଟ୍‌ରେ ଜାଲିଆତି…