Latest Odisha News
Browsing Tag

Amphan Cyclone

ଆସନ୍ତାକାଲି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଓ ଓଡ଼ିଶା ଆସି ଅମ୍ଫାନ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ପରଖିବେ । “ପ୍ରଧାନମନ୍ତ୍ରୀ ମୋଦୀ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଏହି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ…

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ୍‌’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ଦେଇ ଦିନ ୩ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ସୁନ୍ଦରବନ ଅଞ୍ଚଳ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିଥିବା ସହିତ ୧୮୫ ର ଝଟକା ଥିଲା । ଏହାର ପ୍ରଭାବରେ ଆଗାମୀ…

ଅମ୍ଫାନ୍ ପ୍ରଭାବ: ଭଦ୍ରକରେ ବ୍ୟାପକ ଗଛ ଉପୁଡ଼ି ରାସ୍ତା ଅବରୋଧ

ଭଦ୍ରକ: ବାତ୍ୟା ଅମ୍ଫାନର କରାଳ ରୂପ ଦେଖାଇଛି ଭଦ୍ରକ ଜିଲ୍ଲାରେ । ଏହି ଜିଲ୍ଲାର ଅଧିକାଂଶ ସ୍ଥାନରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଭାବେ ଗଛ ଉପୁଡ଼ି ପଡ଼ିଛି । ଅଧିକ ପଢନ୍ତୁ: ଅମ୍ଫାନ ପ୍ରଭାବ: ଭଦ୍ରକରେ କାନ୍ଥ ପଡ଼ି ୩ ମାସର ଶିଶୁପୁତ୍ର ମୃତ ମିଳିଥିବା ସୂଚନାନୁଯାୟୀ, ଭଦ୍ରକ…

ଅମ୍ଫାନ ପ୍ରଭାବ: ଭଦ୍ରକରେ କାନ୍ଥ ପଡ଼ି ୩ ମାସର ଶିଶୁପୁତ୍ର ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମଙ୍ଗଳବାର ରାତିରେ ଘର କାନ୍ଥ ଭୁଷୁଡ଼ି ପଡ଼ିବା ଯୋଗୁଁ ଜଣେ ୩ ମାସ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ: ଅମ୍ଫାନ ସତର୍କତା: ଆଗାମୀ ୬ ରୁ ୮ ଘଣ୍ଟା ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମିଳିଥିବା ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା…

ଅମ୍ଫାନ୍ ପ୍ରଭାବ: ଏହି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୁପର୍ ସାଇକ୍ଲୋନ୍ ‘ଅମ୍ଫାନ୍‌’ ପ୍ରଭାବରେ ବୁଧବାର ଦିନ ୯ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ହେବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସତର୍କ ସୂଚନା ପ୍ରଦାନ କରିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟର ଉପକୂଳବର୍ତ୍ତୀ ୯ଟି ଜିଲ୍ଲାରେ…

ଆଜି ସୁପର ସାଇକ୍ଲୋନର ରୂପ ନେବ ଅମ୍ଫାନ୍

ଭୁୁବନେଶ୍ୱର : ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ଆଗକୁ ମାଡି ଆସୁଛି ଅମ୍ଫାନ୍। ଆଜି ନେବ ସୁପର ସାଇକ୍ଲୋନର ରୂପ। ସନ୍ଧ୍ୟା ସାଢ଼େ ୫ଟାରୁ ଆସନ୍ତାକାଲି ସକାଳ ସାଢେ଼ ୫ଟା ଭିତରେ ସୁପର ସାଇକ୍ଲୋନରେ ପରିଣତ ହେବ ଅମ୍ଫାନ୍ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସମୟ ପୂର୍ବରୁ ଏହି ସୂଚନା…

ୟେଲୋ ଆଲର୍ଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ

ଭୁୁବନେଶ୍ୱର : ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଜାରି ହୋଇଛି ୟେଲୋ ଆଲର୍ଟ । ଅମ୍ଫାନ ପ୍ରଭାବରେ ଆଜି ସନ୍ଧ୍ୟାରୁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ସହ ଦକ୍ଷିଣ ଓଡ଼ିଶା ଉପକୂଳରେ ୪୦ରୁ ୪୫ କି.ମି.…

ଅତି ଭୟଙ୍କର ରୂପ ନେଇ ସ୍ଥଳଭାଗ ମୁହାଁ ଅମ୍ଫାନ

ଭୁୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୩ କି.ମି. ବେଗରେ ଆଗକୁ ବଢ଼ିଚାଲିଛି ଅମ୍ଫାନ । ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ବର୍ତ୍ତମାନ ପାରାଦୀପଠାରୁ ୮୨୦ କି.ମି. ଦକ୍ଷିଣ, ଦୀଘାଠାରୁ…