Latest Odisha News

BREAKING NEWS

Browsing Tag

Anand Mahindra

ଚନ୍ଦ୍ରକୁ ଯିବ ମହିନ୍ଦ୍ରା ଥାର୍: ଆନନ୍ଦ ମହିନ୍ଦ୍ରା କହିଲେ ଏମିତି

ନୁଆଦିଲ୍ଲୀ: ନିକଟରେ ଆନନ୍ଦ ମହିନ୍ଦ୍ରା ଏକ ଭିଡ଼ିଓ କ୍ଲିପ୍ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ତାଙ୍କ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ଏକ ମହିନ୍ଦ୍ରା ଥାର୍ ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ…

କେମିତି ହଜିଯାଏ ନୂଆବର୍ଷ ସଙ୍କଳ୍ପ ? ସୋସିଆଲ ମିଡିଆରେ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ଭୁବନେଶ୍ୱର: ନୂଆ ବର୍ଷର ରିଜୋଲ୍ୟୁଶନ ପ୍ରାୟ ସମସ୍ତେ କରନ୍ତି । ହେଲେ ଏହି ରିଜଲ୍ୟୁଶନ କେତେଦିନ କାମ କରେ ତାହା କିଏ ହିସାବ ରଖେ ? ଏମିତି ରିଜଲ୍ୟୁଶନ ପ୍ରତିବର୍ଷ ହୁଏ..ହଜେ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏମିତି ହଜି ଯାଉଥିବା ରିଜୋଲ୍ୟୁଶନର ଚିତ୍ର କେବେ ଦେଖିଛନ୍ତି ? ଶିଳ୍ପପତି…

ମନ ଜିଣିଲେ ଆନନ୍ଦ ମହିନ୍ଦ୍ରା, ଭରା ନଈ ନୁହେଁ, ବୋଟରେ ଯିବେ ମାଲକାନଗିରିବାସୀ

ମାଲକାନଗିରି: ଆଉ ଭରା ନଈରେ ବୁଡି ଯିବାକୁ ପଡିବନି ଅଙ୍ଗନୱାଡି କେନ୍ଦ୍ର । ବେକେ ପାଣିରେ ଜୀବନ ସହ ସଂଘର୍ଷ କରିବାକୁ ପଡିବନି । ଆଉ ଲାଉ ତୁମ୍ବା ସାଜିବନି ସାହାରା । ଜୀବନ ଓ ମରଣର ଦୋ ଛକିରେ ଥିବା ମାଲକନଗିରି ଚିତ୍ରକୋଣ୍ଡାର ଲାଇଫଲାଇନ୍ ସାଜିବ ବୋଟ । ଆଉ ଲୋକଙ୍କୁ ଏହି ବୋଟ ଯୋଗାଇ ଦେବେ…