Latest Odisha News

BREAKING NEWS

Browsing Tag

Andhra pradesh

ଓଡିଶାର ଇଞ୍ଚ‌େ ବି ଜମି ଆନ୍ଧ୍ରକୁ ଦେବୁନୁ: ମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶକୁ ଏକ ଇଞ୍ଚ ଜମି ମଧ୍ୟ ଦେବୁ ନାହିଁ ବୋଲି ଶନିବାର ଦିନ ପ୍ରକାଶ କରିଛନ୍ତି ଓଡିଶା ସରକାର। କୋରାପୁଟ ଏବଂ ଗଜପତି ଜିଲ୍ଲାର କେତେକ ଗ୍ରାମରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ସମ୍ପର୍କିତ ଏକ ପ୍ରଶ୍ନର ଜବାବରେ ଗଣମାଧ୍ୟମକୁ ରାଜସ୍ୱ ଏବଂ…

ଜଣଙ୍କ ଘରୁ ୩ ପେଟି ଡିନାମାଇଟ୍ ଜବତ, ଆନ୍ଧ୍ରରୁ ଆସିଥିଲା ବିସ୍ଫୋରକ 

ସୋର: ବିପୁଳ ପରିମାଣର ଡିନାମାଇଟ୍‌ ଜବତ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦନରୁ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌…

ଅନ୍ଧବିଶ୍ୱାସର କୁପରିଣତି…ଆନ୍ଧ୍ର ମଦନାପଲ୍ଲୀରେ ଦୁଇ ଝିଅଙ୍କୁ ଚିରନିଦ୍ରାରେ ଶୁଆଇ ଦେଲେ ବାପା ମାଆ

ଚିତୋର: ଆନ୍ଧ୍ରପ୍ରଦେଶ ମଦନାପଲ୍ଲୀ ଉପକଣ୍ଠ ଶିବ ନଗରରେ ଦୁଇ ଝିଅଙ୍କୁ ବାପା ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଠାକୁରଙ୍କ ନିକଟରୁ ପାଇଥିବା ହୁକୁମ ଅନୁସାରେ ଝିଅମାନଙ୍କୁ ବଳି ଦେଇଥିବା ସେମାନେ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ,…

ଆନ୍ଧ୍ରପ୍ରଦେଶରେ ୧୪୯ ଦିନରେ ଦୁଇ ଲକ୍ଷ ଟପିଲା କରୋନା କେସ୍

ଆନ୍ଧ୍ରପ୍ରଦେଶରେ କାୟା ମେଲାଇ ଚାଲିଛି କରୋନା । ପ୍ରତିଦିନ ୧୦ ହଜାର ଉପରେ ବାହାରୁଛି ପଜିଟିଭ୍ କେସ୍ । ଆଜି ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୮୨୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଆନ୍ଧ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାରକୁ ବୃଦ୍ଧି ପାଇଛି । ସଂକ୍ରମଣ ସହ…

ଜୀବନ ନେଲା ସାନିଟାଇଜର …

ଅମରାବତୀ: ଲକ୍‌ଡାଉନ ବେଳେ ମଦ ନ ପାଇ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲାର କରିଛେଦୁ ମଣ୍ଡଳ ଅଞ୍ଚଳରେ । ଗତକାଲି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଲକ୍ ଡାଉନ ଯୋଗୁଁ…

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା; ଚାଲିଗଲା ୬ ଓଡିଆଙ୍କ ଜୀବନ

ବିଶାଖଶପାଟଣା/ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କୋତପଲ୍ଲୀ ଗ୍ରାମ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ଓଡିଆ ପରିବାରର ୬ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲା ପାତ୍ରପୁରର ଗୋଟିଏ ପରିବାରର ସମସ୍ତ ସଦସ୍ୟ…