Latest Odisha News

BREAKING NEWS

Browsing Tag

Andhra pradesh

ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ବିଦ୍ୟାର୍ଥୀଙ୍କୁ ମିଳିବ ପାଠ୍ୟ ପୁସ୍ତକ

ବ୍ରହ୍ମପୁର:ପଡ଼ୋଶୀ ରାଜ୍ୟଗୁଡ଼ିକରେ ଥିବା ଓଡ଼ିଆ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ତଥା ଉତ୍କଳ ସମ୍ମିଳନୀ ତରଫରୁ ମାଗଣାରେ ପାଠ୍ୟ ପୁସ୍ତକ ପ୍ରଦାନ କରିଥାନ୍ତି । ଏହି କ୍ରମରେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀକାକୁଲମ, ବିଜୟା ନଗର ଓ ବିଶାଖାପାଟଣା ଶିକ୍ଷା ଜିଲାର ୩୧ ଗୋଟି…

ବିରୋଧୀ ଶୂନ୍ୟ ସରକାର ଗଢ଼ିବାକୁ ଜଗନ ଦେଲେ ଗୁରୁମନ୍ତ୍ର

ଅମରାବତୀ: ୨୦୨୪ରେ ସାଧାରଣ ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ରାଜ୍ୟର ସମସ୍ତ ୧୭୫ ବିଧାନସଭା ଆସନରେ ଓ୍ୱାଇଏସଆର କଂଗ୍ରେସ କିପରି ବିଜୟୀ ହେବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗୁରୁତ୍ୱ ଦେଇଛନ୍ତି । ଦଳ ଯଦି ୨୦୧୯ରେ…

ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ; ଆନ୍ଧ୍ର ପ୍ରଦେଶ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଜଣେ ୟୁଏଇର ଜଣେ ଫେରନ୍ତା ବ୍ୟକ୍ତି ଓମିକ୍ରନ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ଇଛି। ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ। ବ୍ୟକ୍ତି ଜଣକ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଆନ୍ଧ୍ରପ୍ରଦେଶରୁ ସମୁଦାୟ ୧୭ ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି।…

ଆନ୍ଧ୍ର ପ୍ରଦେଶ; ଆଉ ୨ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଆଉ ୨ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ୪୮ ବର୍ଷୀୟ ଯାତ୍ରୀ ଡିସେମ୍ବର ୨୦ରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।…

ଆନ୍ଧ୍ର ପ୍ରଦେଶରୁ ଆଉ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ହାଇଦ୍ରାବାଦ: କୁଏତ୍‌ରୁ ଆସିଥିବା ଜଣେ ୪୧ ବର୍ଷ ବୟସ୍କା ମହିଳା ଡିସେମ୍ବର ୧୯ ରେ ବିଜୟୱାଡା  ବିମାନବନ୍ଦରରେ ଅବତରଣ କରିବା ପରେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରବିବାର ଦିନ ବିମାନବନ୍ଦରରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ଏବଂ ପରଦିନ ପଜିଟିଭ ଚିହ୍ନଟ କରାଯାଇଥିଲା। ସେ…

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ: କୋଟିଆର ୨୨ ଗାଁରେ ୧୪୪ ଧାରା ଜାରି

ଭୁବନେଶ୍ୱର: କୋଟିଆର ୨୨ଟି ଗାଁରେ ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଥିବାରୁ ୧୪୪ ଧାରା ଜାରି ହୋଇଛି । ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ରହିବେ ୨୨ ଅଫିସର । ଅଫିସରଙ୍କ ସହ ୨୨ ଗାଁରେ ବ୍ୟାପକ…

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ- ‘ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ’

ଭୁବନେଶ୍ୱର: ଓଡ଼ିଶା ଭୂଇଁରେ ଆନ୍ଧ୍ରର ନିର୍ବାଚନ । କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆରେ ଶନିବାର ବଳପୂର୍ବକ ଫୋର୍ସ ଲଗାଇ ଆନ୍ଧ୍ର ସରକାର ନିର୍ବାଚନ କରାଇଛନ୍ତି । ସୁପ୍ରିମକୋର୍ଟଙ୍କ ନୋଟିସ୍ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ କୋଟିଆରେ ଭୋଟିଂ କରାଇଥିବା ବେଳେ ଏହାକୁ ଚିନ୍ତାର ବିଷୟ ବୋଲି…

ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ

କୋରାପୁଟ: ଓଡ଼ିଶାର କଡ଼ା ବିରୋଧ ସତ୍ତ୍ୱେ ଶୁଣିଲାନି ଆନ୍ଧ୍ରପ୍ରଦେଶ । କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିଛି ଆନ୍ଧ୍ରପ୍ରଦେଶ । ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ଭୋଟିଂ । ସେହିପରି ୧୭ ତାରିଖରେ କୋଟିଆର ତିନିଟି ଗାଁରେ ମତଦାନ ହେବ । କୋଟିଆରେ…

ଓଡିଶାର ଇଞ୍ଚ‌େ ବି ଜମି ଆନ୍ଧ୍ରକୁ ଦେବୁନୁ: ମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶକୁ ଏକ ଇଞ୍ଚ ଜମି ମଧ୍ୟ ଦେବୁ ନାହିଁ ବୋଲି ଶନିବାର ଦିନ ପ୍ରକାଶ କରିଛନ୍ତି ଓଡିଶା ସରକାର। କୋରାପୁଟ ଏବଂ ଗଜପତି ଜିଲ୍ଲାର କେତେକ ଗ୍ରାମରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ସମ୍ପର୍କିତ ଏକ ପ୍ରଶ୍ନର ଜବାବରେ ଗଣମାଧ୍ୟମକୁ ରାଜସ୍ୱ ଏବଂ…

ଜଣଙ୍କ ଘରୁ ୩ ପେଟି ଡିନାମାଇଟ୍ ଜବତ, ଆନ୍ଧ୍ରରୁ ଆସିଥିଲା ବିସ୍ଫୋରକ 

ସୋର: ବିପୁଳ ପରିମାଣର ଡିନାମାଇଟ୍‌ ଜବତ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦନରୁ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌…