Latest Odisha News

BREAKING NEWS

Browsing Tag

AndhraPradesh

‘କୋଟିଆ’ ଦୁଃଖ ଆଣିଦେଲା ଗୋ ବ୍ୟାକ ନାରା !

ଭୁବନେଶ୍ୱର: କୋଟିଆରେ ଧର୍ମେନ୍ଦ୍ରଙ୍କ ଗୋ ବ୍ୟାକ ଆନ୍ଧ୍ର ନାରା ପରେ କୋଟିଆକୁ ନେଇ ରାଜନୈତିକ ଚର୍ଚ୍ଚା ଥମୁନି। ଏହି ନାରାକୁ ନେଇ ବିଜେଡି ଓ କଂଗ୍ରେସ ଧର୍ମେନ୍ଦ୍ରଙ୍କ ସମେତ ବିଜେପିକୁ ଟାର୍ଗେଟ କରିଥିଲେ। ଏପରିକି ଆନ୍ଧ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନକୁ ସମାଲୋଚନା କରିଥିଲା। ଏ…

ବିଶାଖାପଟନମ ହେବ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ

ବିଶାଖାପଟନମ: ଆନ୍ଧ୍ରପ୍ରଦେଶକୁ ମିଳିଲା ନୂଆ ରାଜଧାନୀ । ଏଣିକି ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ । ଏ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍  ଜଗନମୋହନ ରେଡ୍ଡୀ ସୂଚନା ଦେଇଛନ୍ତି । ମଙ୍ଗଳବାର ଏକ ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,  …

କୋଟିଆକୁ ନେଇ ଜଗନ ଖେଳିଲେ ନୂଆ ଚାଲ

କୋଟିଆ:  କୋରାପୁଟ କୋଟିଆକୁ ନେଇ ବିବାଦ ଚାଲିଛି । ମାମଲା ସୁପ୍ରିମକୋର୍ଟରେ ରହିଛି । ଏହି ସମୟରେ କିନ୍ତୁ କୋଟିଆର ୨୮ଟି ଗାଁ ଏବଂ ୧୨ଟି ପଡାକୁ ଆନ୍ଧ୍ର ପ୍ରଦେଶ ସରକାର ନିଜ ମାନଚିତ୍ରରେ ସାମିଲ କରିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ୧୩ଟି ନୂଆ ଜିଲ୍ଲା ଘୋଷଣା କରିଥିଲେ…

ବାତ୍ୟା ‘ଜୱାଦ’ ପାଇଁ ଆନ୍ଧ୍ରପ୍ରଦେଶରେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି

ଆନ୍ଧ୍ରପ୍ରଦେଶ : ବାତ୍ୟା 'ଜୱାଦ' ପାଇଁ ୫୪ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ସ୍ଥଳଭାଗ ମୁହାଁହେବ ବୋଲି ଆଶଙ୍କା କରାଯାଉଛି।ଏହାକୁ ନେଇ ଆଜି ଆନ୍ଧ୍ରପ୍ରଦେଶରେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛିା ୩ ଟି ଜିଲ୍ଲାରୁ ମୋଟ ୫୪ ହଜାର…

ଆନ୍ଧ୍ରପ୍ରଦେଶ କଡ଼ାପାରେ ଆକସ୍ମିକ ବନ୍ୟା ବିତ୍ପାତ ,୩ ମୃତ ୩୦ ନିଖୋଜ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶରେ ପୁଣି ବନ୍ୟା ବିତ୍ପାତ । ଆନ୍ଧ୍ରପ୍ରଦେଶ କଡ଼ାପା ଜିଲ୍ଲାରେ ହଠାତ୍ ବନ୍ୟା ହେବା ଯୋଗୁଁ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ସୂଚନା ଅନୁସାରେ ଗୋଟିଏ ଜଳ ଭଣ୍ଡାରରେ ଘାଇ ହେବାରୁ ଚେୟୁର ନଦୀ କୂଳଲଙ୍ଘି କେତେକ ଅଞ୍ଚଳ…

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ, ୬ ଜଣଙ୍କର ମୃତ୍ୟୁ

ଆନ୍ଧ୍ରପ୍ରଦେଶ: ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିଲେ । ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ଭାରସାମ୍ୟ ହରାଇ ଭ୍ୟାନ୍ ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କିଛି ଲୋକ ଆହତ ହୋଇଛନ୍ତି…