ବଲିଉଡ ଛାଡିବେ ଅନୁରାଗ କଶ୍ୟପ!
ମୁମ୍ବାଇ: ଗ୍ୟାଙ୍ଗସ୍ ଅଫ୍ ୱାସିପୁର ପରି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ବଲିଉଡ ଛାଡିବାକୁ ଚାହୁଁଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ସେ ମୁମ୍ବାଇ ଛାଡିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ ଆଜିକା ସମୟରେ ହିନ୍ଦୀ…