Latest Odisha News

BREAKING NEWS

Browsing Tag

anurag kashyap

AK Vs AK: ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଟ୍ବିଟର ୱାର !

ମୁମ୍ବାଇ: ଅଭିନେତା ଅନିଲ କପୁର ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟ୍ବିଟର ୱାର । ପ୍ରଥମେ ସାମ୍ନାକୁ ଆସିଥିବା ମଜାଳିଆ ଟ୍ବିଟ୍ ଧୀରେ ଧୀରେ ସବୁ ସୀମା ପାର କରିଛି । ବ୍ୟକ୍ତିଗତ କଥାକୁ ନେଇ ଦୁହେଁ ଦୁଇ ଜଣଙ୍କୁ ଟାର୍ଗେଟ୍ କରୁଛନ୍ତି । ଦିଲ୍ଲୀ କ୍ରାଇମ୍…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟୁଇଟ୍ କରି ସାହାଯ୍ୟ ମାଗିଲେ ପାୟଲ; କହିଲେ ଏ ମାଫିଆ ଗ୍ୟାଙ୍ଗ୍ ମୋତେ ମାରିଦେବେ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଉପରେ ଯୌନ ଶୋଷଣ ଅଭିଯୋଗ କରୁଥିବା ଅଭିନେତ୍ରୀ ପାୟଲ ଘୋଷ ଲଗାତାର୍‌ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି । ପାୟଲ ବର୍ତ୍ତମାନ ସହାୟତା ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଅଭିନେତ୍ରୀ…

ହାଜର ହେଲେ ଅନୁରାଗ କଶ୍ୟପ, ମୁମ୍ବାଇ ପୋଲିସର ଜେରା

ମୁମ୍ବାଇ: ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ହାଜର ହେଲେ ବଲିଉଡ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁରାଗ କଶ୍ୟପ । ଆଜି ସେ ମୁମ୍ୱାଇ ଭରଶୋଭା ଥାନାରେ ହାଜର ହୋଇଛନ୍ତି । ପୋଲିସ ଦେଇଥିବା ସମୟ ଆଗରୁ ପହଞ୍ଚିଛନ୍ତି ଅନୁରାଗ । ଗତକାଲି ତାଙ୍କୁ ହାଜର ହେବା ପାଇଁ ସମନ୍ କରିଥିଲା ମୁମ୍ବାଇ…

ଟ୍ରେଣ୍ଡିଙ୍ଗ ହେଲା “#RIP #AnuragKashyap…” ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଟ୍ୱିଟରରେ ଟ୍ରେଣ୍ଡିଙ୍ଗ ହେଲା ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳୀ ର ହ୍ୟାସଟ୍ୟାଗ । କେଆରକେ ବକ୍ସ ଅଫିସ୍ - କମଲ ଆର ଖାନଙ୍କ ମନୋରଞ୍ଜନ ୱେବସାଇଟର ଯାଞ୍ଚ ହୋଇଥିବା ଟ୍ୱିଟର ଆକାଉଣ୍ଟରୁ ଏହି ଟ୍ୱିଟ କରାଯାଇଥିଲା । ଅନୁରାଗ କଶ୍ୟପ, ୪୮…

ଭିଡିଓ କନଫେରେନ୍ସରେ ଗଂଜେଇ ସହ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ !

ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ତେବେ ଏଥର କଳକୀଙ୍କ ସହ ଲଢେଇ, CAA କୁ ବିରୋଧ କିମ୍ବା କୌଣସି ଫିଲ୍ମର କାହାଣୀକୁ ନେଇ ନୁହେଁ ବରଂ ତାଙ୍କ ବିରୋଧରେ ଆସିଛି ଗଂଜେଇ ଟାଣିବା ଅଭିଯୋଗ । Hello @MumbaiPolice ,will you please look into…

ବଲିଉଡର ଏହି ୪୭ ବର୍ଷୀୟ ନିର୍ଦ୍ଦେଶକ ସେୟାର କଲେ ୨୫ ବର୍ଷୀୟା ପ୍ରେମିକାଙ୍କ ଫଟୋ !

ମୁମ୍ବାଇ: ବଡ଼ ଅଜବ ଏଇ ବଲିଉଡର ଦୁନିଆ । ଯେଉଁଠି ନା ଅଛି ବୟସର କୌଣସି ପ୍ରତିବନ୍ଧକ ଆଉ ନା ରହିଛି କିଛି ଉଚ୍ଚ ନିଚ୍ଚର ଭେଦଭାବ । ଏଠାରେ ସମ୍ପର୍କରେ ବାନ୍ଧିହେବା ପାଇଁ ଆବଶ୍ୟକ କେବଳ ଗୋଟିଏ କ୍ଷଣର । ବିନା କୌଣସି ଚେତାବନୀରେ ଅମାନିଆ ହୃଦୟ ଆକର୍ଷିତ ହୋଇଯାଏ ସେହି ଲୋକ ପାଇଁ, ଯାହାକୁ '…