Latest Odisha News

BREAKING NEWS

Browsing Tag

Arrested

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ !

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ହତ୍ୟା ଧମକ । ଏହି ମାମଲାରେ ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତର ହତ୍ୟା ଧମକ ରହସ୍ୟକୁ ଭେଦିବା ପାଇଁ ଜାରି ରହିଛି ପୋଲିସର ତନାଘନା । ଆଜି ନୋଇଡା ଜରୁରୀକାଳୀନ ନମ୍ବର ୧୦୦କୁ ଆସିଥିଲା ଏକ…

କରୋନା ଋଣରେ କିଣାଗଲା ଦାମୀ ଗାଡି, ଗିରଫ କମ୍ପାନୀ ମାଲିକ !

ଭୁବନେଶ୍ୱର: କରୋନାରେ ଭାଙ୍ଗିପଡିଛି ଅର୍ଥନୈତିକ ସ୍ଥିତି । ସରକାର ଦେଇଥିଲେ ରିଲିଫ ଫଣ୍ଡ । ହେଲେ ନିଜ କର୍ମଚାରୀଙ୍କୁ ସହାୟତା ଦେବା ବଦଳରେ ଏକ ଦାମୀ ଗାଡି କିଣି ଗିରଫ ହୋଇଛନ୍ତି ଜଣେ କମ୍ପାନୀ ମାଲିକ । ଏଭଳି ଏକ ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା…

ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ । ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ମହିଳା ଥାନାରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଆଇପିସି ୩୫୪(ଡି) ଏବଂ ୬୭ ଆଇଟି ଆକ୍ଟ…

ମହଙ୍ଗା ପଡିଲା ଦ୍ୱେଷପୂର୍ଣ୍ଣ ଭାଷଣ, ଗିରଫ ହେଲେ ଏଜାଜ ଖାନ୍ !

ମୁମ୍ବାଇ: ପୁଣି ଗିରଫ ହେଲେ ଅଭିନେତା ଏଜାଜ୍ ଖାନ୍ । ହେଲେ ଏଥର କୌଣସି ନେତା କି ଅଭିନେତାଙ୍କୁ ଧମକ ଦେଇ ନୁହେଁ ବରଂ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଭାଷଣ ମାରି ପୋଲିସ ହାତରେ ବନ୍ଧା ହୋଇଛନ୍ତି । Mumbai: Actor Ajaz Khan has been arrested & case registered against…

ଆସ କିଏ ଖାଇବ ଲକ୍‌-ଡାଉନରେ କରୋନା ଭୋଜି !

ତାମିଲନାଡୁ: ସରିଥିଲା କରୋନା ଭୋଜି ହେଲେ ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ବାହାଦୁରୀ । ଯେଉଁଠି କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌-ଡାଉନ୍ ସେଠି, ସାଙ୍ଗମାନଙ୍କୁ କରୋନା ଭୋଜି ଦେଇ ଗିରଫ ହୋଇଛି ଜଣେ ୨୯ବର୍ଷିୟ ବ୍ୟକ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା…

କୋଭିଡ୍‌-୧୯ରେ ସଂକ୍ରମିତ ଇରାନୀୟ ଜୋମ୍ବି ଆଂଜେଲିନା ଜୋଲି !

ଇରାନ୍‌: ତେହରାନର ୨୨ ବର୍ଷିୟ ସାହାର ତବାର୍ ଓରଫ ଫାତିମା ଖିସ୍‌ୱନ୍ଦ୍ । ଦିନେ ଏହି ଇରାନୀୟ ଯୁବତୀ ଇନ୍‌ଷ୍ଟାଗ୍ରାମ୍‌ରେ ସୁପରଷ୍ଟାର ସାଜିଥିଲେ । ହେଲେ ଇଶ୍ୱର ବିରୋଧୀ ମନ୍ତବ୍ୟ ଦେଇ ଓ ବେଆଇନ ଭାବେ ଅର୍ଥ ଆଦ।ୟ କରିବା ଅଭିଯୋଗରେ ତାଙ୍କୁ ଜେଲଦଣ୍ଡାଦେଶ ହୋଇଥିଲା । ଇରାନରେ ଜୋମ୍ବି…

ଲକ୍‌-ଡାଉନରେ ମହଙ୍ଗା ପଡିଲା ଜନ୍ମଦିନ ପାଳନ, ବାନ୍ଧିନେଲା ପୋଲିସ !

ଉତ୍ତରପ୍ରଦେଶ: ମହଙ୍ଗା ପଡିଲା ଲକ୍‌-ଡାଉନରେ ଜନ୍ମଦିନ ପାଳନ ଉତ୍ସବ । ଉତ୍ତରପ୍ରଦେଶର ଗୋରଖପୁରଠାରେ ପୁଅର ଜନ୍ମଦିନ ଉତ୍ସବ ଆୟୋଜନ କରି ପୋଲିସ ହାତରେ ଗିରଫ ହେଲା ବାପା । ଗୁରୁବାର ନିଜ ଘର ଅଗଣାରେ ୧୦ ବର୍ଷର ପୁଅ ପାଇଁ ଜନ୍ମଦିନର ଆୟୋଜନ କରିଥିଲେ ଜଣେ ବ୍ୟବସାୟୀ । ଜନ୍ମଦିନ ଉତ୍ସବକୁ…

ପିଏମ୍ କେୟାର୍ସ ଫଣ୍ଡ ନାଁରେ ୫୨ ଲକ୍ଷରୁ ଅଧିକ ଠକେଇ, ୨ ଅଭିଯୁକ୍ତ ଗିରଫ !

ଝାଡଖଣ୍ଡ: ଗୁରୁବାର ଝାଡଖଣ୍ଡ ପୋଲିସ ପିଏମ୍ କେୟାର ଫଣ୍ଡ ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଭାଇ ବୋଲି ଜଣାପଡିଛି । ତଦନ୍ତରୁ ଜଣାପଡିଥିଲା ଦୁଇ ଅଭିଯୁକ୍ତ ନୁର ହସନ ଓ ମହମ୍ମଦ ଇଫତିକାର ଫେକ୍ ୱେବସାଇଟ୍…

କୋଭିଡ-୧୯; ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରି ବନ୍ଧା ହେଲେ ଓକିଲ !

ଅନୁଗୋଳ: ପେଶାରେ ଓକିଲ, ହେଲେ କାରନାମା ଅପରାଧୀଙ୍କଠାରୁ ହୀନ । କରୋନାଭାଇରସ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ଧାର୍ମିକ କ୍ଷେତ୍ରକୁ ନେଇ ଗୁଜବ ସୃଷ୍ଟି କରି ତାଳଚେରର ଜଣେ ଓକିଲ ପୋଲିସ ହାତରେ ଗିରଫ ହୋଇଛି । ଲକ୍‌-ଡାଉନ୍ ପାଇଁ ଘରଠୁ ମନ୍ଦିର ସବୁ ବନ୍ଦ । ଏପରି ସ୍ଥିତିରେ ରାଜ୍ୟର…

ମହଙ୍ଗା ପଡିଲା କରୋନାକୁ ନେଇ ମିଥ୍ୟା ଗୁଜବ !

ଅନୁଗୋଳ: କରୋନାଭାଇରସ୍‌କୁ ନେଇ ପୁଣି ସୋସିଆଲ୍ ମିଡିଆରେ ଗୁଜବ । ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଅନୁଗୋଳରୁ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍ୱାସ୍ଥ୍ୟକର୍ମୀ ଲାଗିପଡିଛନ୍ତି କରୋନାକୁ ମୂଳପୋଛ କରିବା ପାଇଁ । ପୋଲିସ ପ୍ରଶାସନ ଲାଗିପଡିଛି ସାମାଜିକ ଦୂରତ୍ୱକୁ ବଜାୟ ରଖିବା…