Latest Odisha News

BREAKING NEWS

Browsing Tag

Arrested

କାବୁଲ୍ ଗୁରୁଦ୍ୱାରା ହମ୍‌ଲା; ମାଷ୍ଟରମାଇଣ୍ଡକୁ ଗିରଫ କଲା ଆଫଗାନୀ ସେନା !

କାବୁଲ: ଏକ ସ୍ପେସାଲ ଅପରେସନ୍‌ରେ ଆତଙ୍କବାଦୀ ସଙ୍ଗଠନ୍ ଇସଲାମିକ ଷ୍ଟେଟ୍ ଖୋର୍ସାନ୍ ପ୍ରୋଭିନ୍ସ(ISKP)ର ମୁଖିଆକୁ ଆଫଗାନୀ ସିକ୍ୟୁରିଟି ଫୋର୍ସ ଗିରଫ କରିଛି । ମାର୍ଚ୍ଚ ୨୫ରେ ଆଫଗାନିସ୍ତାନ ରାଜଧାନୀ କାବୁଲ ର ଏକ ଗୁରଦ୍ୱାରାରେ ହୋଇଥିଲା ଆତ୍ମଘାତୀ ହମ୍‌ଲା । ଅନେକ ଆହତ ହୋଇଥିଲାବେଳେ…

ବେଙ୍ଗାଲୁରୁ ଲକ୍‌-ଡାଉନ୍‌: ପ୍ରଥମେ ଗିରଫ, ପରେ ଗୁଳିମାଡ !

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଗୁଳିରେ ଆହତ ୨୬ ବର୍ଷୀୟ ଯୁବକ । ପ୍ରଥମେ ଲକ୍‌-ଡାଉନରେ ଗିରଫଦାରୀ, ପରେ ପୋଲିସକୁ ନାଲି ଆଖି । ଖସି ଚାଲିଯିବାକୁ ଉଦ୍ୟମ ବେଳେ ପୋଲିସ ଗୁଳିମାଡରେ ଅଭିଯୁକ୍ତ ଆହତ । ଅଭିଯୁକ୍ତ ତେଜୁଦ୍ଦିନ୍ । ଲକ୍‌-ଡାଉନ୍‌ରେ ନିଜ ସାଥିମାନଙ୍କ ସହ କରୁଥିଲା ବାଇକ୍…

ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ଗିରଫ ଆତ୍ମଘୋଷିତ ଗୁରୁମା !

ଦେଓରିଆ(ୟୁପି): ସରକାରଙ୍କ ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ପୋଲିସ ହାତରେ ଗିରଫ ଆତ୍ମଘୋଷିତ ଗୁରୁମା । ଦେଓରିଆ(ୟୁ.ପି)ରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । A perspective on how tough it is for @Uppolice to enforce…

ଭାରତରେ ଆତଙ୍କବାଦ ମହାମାରୀ !

ଜାମ୍ମୁ ଓ କଶ୍ମୀର: ନୂଆ ଆତଙ୍କବାଦୀ ସଙ୍ଗଠନର ପର୍ଦ୍ଦାଫାସ କଲା ଜାମ୍ମୁ ଓ କଶ୍ମୀର ପୋଲିସ । ଗିରଫ ହେଲେ ଦ ରେଜିଷ୍ଟାନ୍ସ ଫଣ୍ଟ ର ୪ ଆତଙ୍କବାଦୀ । ଲସ୍କର-ଏ-ତୋଏବା ସହ ଜଡିତ ନୂଆ ଆତଙ୍କବାଦୀ ସଙ୍ଗଠନ । ଦୁଇଦୁଇଟି ଯୁଦ୍ଧ ଲଢୁଛି ଭାରତୀୟ ପୋଲିସ । ଗୋଟେପଟେ କରୋନାଭାଇରସ୍ ସେପଟେ ଜାମ୍ମୁ…

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ୍ ଗିରଫ

ଇସଲାମାବାଦ: ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ ଗିରଫ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1151390532935049217?s=08 ମିଳିଥିବା ସୂଚନାନୁଯାୟୀ ପାକିସ୍ତାନର…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଇଓ ଗିରଫ

ପୁରୀ : ପୁରୀ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ହୃଷିକେଶ କାଣ୍ଡିଙ୍କୁ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗରିଫ କରିଛି। ସୂଚନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ତାଙ୍କ କାରରୁ ପ୍ରାୟ ନଗଦ ୧.୧୧ ଲକ୍ଷ ଟଙ୍କା ଜବତ କରିଥିଲା । ଏହି ଘଟଣାରେ ଅଧିକାରୀମାନେ ତାଙ୍କୁ…

ନାବାଳକର ଅଦ୍ଭୁତ କାଣ୍ଡ, ଫେକ୍ ଆକାଉଣ୍ଟ କରି ଫେସବୁକରେ ଲୁଟୁଥିଲା ଟଙ୍କା

ସମ୍ବଲପୁର : ବର୍ତ୍ତମାନ ସମୟରେ ଦିନକୁ ଦିନ ସାଇବର କ୍ରାଇମ୍ ବଢୁଥିବାବେଳେ ସମ୍ବଲପୁରରେ ମଧ୍ୟ ଏଭଳି ଅପରାଧ ଘଟିଥିବା ନେଇ ସୂଚନା ମିଳିଛି । ଏହି ଠକେଇ ପଛରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳକର ହାତ ରହିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ନାବାଳକ ଜଣକ…

୨୩ ବର୍ଷ ପରେ ଫେରାର ଦୁଷ୍କର୍ମ ଅଭିଯୁକ୍ତ କଟକରୁ ଗିରଫ

କଟକ : କଟକ ଦରଘା ବଜାର ଅଞ୍ଚଳରୁ ପୋଲିସ ଦୀର୍ଘ ୨୩ ବର୍ଷ ପରେ ଜଣେ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ୟାକୁବ ଖାନ୍ (୪୬) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ଜଣକ କେନ୍ଦ୍ରାପଡାରେ ରହୁଥିବାବେଳେ ୧୯୯୬ ମସିହାରେ ଜଣେ…

ସୁକିନ୍ଦା ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର : ସୁକିନ୍ଦା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ସୁକିନ୍ଦା ପୋଲିସ ଏବଂ କପିଳାସ ପୋଲିସ ମିଳିତ ଭାବେ ଢେଙ୍କାନାଳ ସ୍ଥିତ କପିଳାସରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାମ ସବ୍ୟସାଚୀ ବେଉରା ବୋଲି ଜଣାପଡିଛି । ପୀଡ଼ିତାଙ୍କ ବାପା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା…