Latest Odisha News

BREAKING NEWS

Browsing Tag

Atanu Sabyasachi Nayak

ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି, ଖର୍ଚ୍ଚ ହେବ ୨୫୦କୋଟି ଟଙ୍କା 

କଟକ:ନୂଆ ରୂପ ସହ ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି। ରାଜ୍ୟ ସରକାର ଏଥି ପାଇଁ ୨୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନୂଆ ରୂପ ସହ ଛାତ୍ରଛାତ୍ରୀମାନେ ଉନ୍ନତ ସୁବିଧା ପାଇ ପାରିବେ। ଅଧିକ ଛାତ୍ରାଵାସ, ଛାତ୍ରୀନିଵାସ, ସ୍ମାର୍ଟ ଶ୍ରେଣୀ ଗୃହ, ଆଧୁନିକ ଶୌଚାଳୟ ଓ କ୍ରୀଡା…

ପାଟକୁରାରୁ ଲଢ଼ିବେ ଅତନୁ !

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ହେଭିୱେଟ ମାନଙ୍କର ଲଢେଇ ପାଟକୁରାରେ ହୁଏ। ବିଶେଷ କରି ବିଜୟ ମହାପାତ୍ରଙ୍କୁ ନେଇ ପାଟକୁରା ବିଷୟରେ ସବୁବେଳେ ଆଲୋଚନା ହୁଏ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପାଟକୁରା ବିଧାନସଭା କ୍ଷେତ୍ରରେ…

ବରକନ୍ୟା ଝରଣା ବୁଲିଲେ ବିଜେଡି ନେତା, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରତିଶୃତି ଦେଲେ ପ୍ରଣବ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଓ ପାହାଡ଼ ଘେର ଭିତରେ ରହିଛି ବରକନ୍ୟା ଝରଣା । ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କୁ ଆମନ୍ତ୍ରଣ ରକ୍ଷା କରି ଜିଲ୍ଲାର ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ଗୁରୁବାର ସକାଳୁ ସକାଳୁ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…

ପ୍ଲାଷ୍ଟିକ ଚାଉଳ ନୁହଁ, ଭିଟାମିନ୍ ଯୁକ୍ତ ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ପିଡିଏସରେ ପ୍ଲାଷ୍ଟିକ ଚାଉଳ । ଏନେଇ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ପରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଗତକାଲି ଚିଠି ଲେଖିଥିଲେ । ପ୍ଲାଷ୍ଟିକ ଚାଉଳ ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି…

କଳାବଜାରି କରି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ ଗୁଇନ୍ଦା ନଜର

ଭୁବନେଶ୍ୱର : ରାଜ୍ୟ ବାସିଙ୍କ ପାଇଁ ବୋଝ ଉପରେ ନଳିତା ବିଡା  । ବର୍ଷା ଓ ବନ୍ୟାର ଦୁଃଖ ସହ ଦରଦାମ ବୃଦ୍ଧି ରାଜ୍ୟବାସିଙ୍କ  ମୁଣ୍ଡବ୍ୟଥାର କାରଣ ପାଲିଟିଛି  । ଚାଷୀ କ୍ଷତିଗ୍ରସ୍ତ ହେବା ସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ତାସହ  ଦରଦାମ ବୃଦ୍ଧି ଖାଉଟି  ମାନଙ୍କ ଉପରେ ବୋଝ…