Latest Odisha News

BREAKING NEWS

Browsing Tag

Auction

ଋଣ ବୋଝରେ ସରକାର, ନିଲାମ ହେବ ହିମାଚଳ ଭବନ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏକ ବିଜୁଳି କମ୍ପାନୀର ଟଙ୍କା ଫେରସ୍ତ ନକରିବାରୁ ହାଇକୋର୍ଟ ଦିଲ୍ଲୀରେ ଥିବା ସରକାରୀ ସମ୍ପତ୍ତି ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ଆଦର୍ଶ ହେତୁ ହିମାଚଳ ପ୍ରଦେଶ ସରକାର ବିବାଦ ଘେରରେ ରହିଛନ୍ତି। ୬୪ କୋଟି ଟଙ୍କାର ବକେୟା ପରିଶୋଧ…

ନିଲାମ ହେବ “Wikipedia” ପ୍ରତିଷ୍ଠାତା ଜିମି ୱେଲ୍ସଙ୍କ ପର୍ସନାଲ୍ କମ୍ପ୍ୟୁଟର୍‌

ଭୁବନେଶ୍ୱର: ୨୦୦୧, ଜାନୁଆରୀ ୧୫'ରେ ୱିକିପିଡିଆକୁ ପ୍ରତିଷ୍ଠା କରିଥିଲେ ଜିମି ୱେଲ୍ସ । ସେବେଠୁ କୋଟିକୋଟି ଲୋକ ଇଣ୍ଟରନେଟରେ ଅକଳ୍ପନୀୟ ଢଙ୍ଗରେ ଉପକୃତ ହୋଇପାରିଛନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ଜିମି ଅନଲାଇନ୍ ରେଫେରେନ୍ସ ରିସୋର୍ସ ପ୍ରୋଗ୍ରାମିଂ ପାଇଁ ଏକ କମ୍ପ୍ୟୁଟର (Strawberry…

କରୋନା ମୁକାବିଲା ପାଇଁ ଓଡିଶାରେ ନିଲାମ୍ ହେବ ୨ ଲକ୍ଷ ପ୍ରାଚୀନ ମୁଦ୍ରା !

ଭୁବନେଶ୍ୱର: କରୋନା ଯୁଦ୍ଧରେ ସାମିଲ ହେଲେ ଓଡିଶାର ଜଣେ ପ୍ରଖ୍ୟାତ ମୁଦ୍ରା ବିଜ୍ଞାନବିତ୍ । ନିଜ କଲେକ୍ସନରେ ଥିବା ମୁଦ୍ରା ଗୁଡିକୁ ନିଲାମ୍ କରି ସେହି ଅର୍ଥକୁ ସେ କରୋନାଭାଇରସ୍ ବିରୋଧୀ ଲଢେଇରେ ବିନିଯୋଗ କରିବେ । ୮ ଲକ୍ଷ ମୁଦ୍ରାରୁ ସେ ୨ ଲକ୍ଷ ମୁଦ୍ରାକୁ ବିକ୍ରି କରିବାକୁ ନିଷ୍ପତ୍ତି…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ରୋଇଡା-୨ ଲୁହାପଥର ଖଣିର ହେବ ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ରୋଇଡା-୨ ଲୁହାପଥର ଖଣି ବ୍ଲକର ନିଲାମ ଶୁକ୍ରବାର ଦିନ ୭୯.୨୦ ପ୍ରତିଶତ ଟଙ୍କାରୁ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲାରେ ୨୭.୧୮୮ ମିଲିୟନ୍ ଟନ୍ ଲୁହା ରିଜର୍ଭ ବ୍ଲକ୍ ପାଇଁ ନିଲାମ ଡାକିବା ତାଲିକାରେ ଏହି କମ୍ପାନୀ ଗୁଡିକ ରହିଛନ୍ତି । ସେଥିମଧ୍ୟରେ…

ବାତିଲ ହେଲା ଖଣି ନିଲାମ ପ୍ରକ୍ରିୟା, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଗତ ଅକ୍ଟୋବରରେ ଖଣି ନିଲାମ ନେଇ ଓଡିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ କୌଣସି କାରଣବଶତଃ ଉକ୍ତ ନିଲାମ ଟେଣ୍ଡରକୁ ବାତିଲ କରିଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଓଡିଶାରେ ଗତ ଅକ୍ଟୋବର ୪, ୧୪ ଓ ୧୮ ତାରିଖରେ ପ୍ରାୟ ୩ଟି ପର୍ଯ୍ୟାୟରେ ଏକ ବିଜ୍ଞପ୍ତି ଜରିଆରେ…

ଓଡିଶାର ୧୦ଟି ଖଣି ନିଲାମ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ପାଖାପାଖି ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ । ଏନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଧିବିଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଯେଉଁ ନନ୍ କେପଟିଭ୍ ଖଣିର ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୨୦୨୦ ମସିହା…

ଓଡିଶାରେ ନିଲାମ ହେବ ୪୦ ଖଣି: ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ଆର୍ଥୀକ ବର୍ଷରେ ରାଜ୍ୟ ସରକାର ଓଡିଶାର ପାଖାପାଖି ୪୦ଟି ଖଣିକୁ ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏନେଇ ମଙ୍ଗଳବାର ଦିନ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ୪୦ଟି ଖଣି…