Latest Odisha News

BREAKING NEWS

Browsing Tag

Baby Girl

ଚୁଲି ନିଆଁରେ ପୋଡିଗଲା ୭ ଦିନର ଶିଶୁ କନ୍ଯା

ଉନ୍ନାଓ: କାୟାମପୁର ନିବରୱାରା ଗାଁରେ ଏକ ୭ ଦିନର ଶିଶୁ କନ୍ଯା ଚୁଲିରେ ପଡିଯିବା ଫଳରେ ଗୁରୁତର ଭାବେ ଜଳି ଯାଇଛି। ଏପଟେ ଶିଶୁର ବାପା ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କାୟାମପୁର ନିବରୱାରା ଗାଁର ବାସିନ୍ଦା ସୋନୁ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ତାଙ୍କର…

ମା ହେଲେ ଦୀପିକା ପାଦୁକୋନ

ମୁମ୍ବାଇ: ମା ହେଲେ ଦୀପିକା ପାଦୁକୋନ। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ରବିବାର ଦିନ ଏକ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି। ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ଅଫିସିଆଲ୍ ଭାବେ କିଛି ଘୋଷଣା କରିନାହାଁନ୍ତି। କିନ୍ତୁ ଦୁହେଁ ପିତାମାତା ହୋଇଥିବା ନେଇ ସୁତ୍ରରୁ ପ୍ରକାଶ।…

୪ ପାଦ ଥାଇ ଜନ୍ମ ହେଲା ଝିଅ, କଟାଯିବ ପାଦ

ଭୋପାଳ: ଯାଆଁଳା ଛୁଆ ଜନ୍ମ ଅବା ଉଭୟଙ୍କ ହୃଦୟ ଯୋଡ଼ି ହୋଇ ଜନ୍ମ ହେବା ବିରଳ । ମଧ୍ୟପ୍ରଦେଶର ଗ୍ୱାଲିୟରର କମଳା ରାଜା ହସ୍ପିଟାଲର ଶିଶୁ ରୋଗ ଏକ ନିଆରା ନବଜାତକ ଜନ୍ମ ହୋଇଛି । ଜନ୍ମିତ ନବଜାତ ଶିଶୁକନ୍ୟାର ୪ଟି ପାଦ ରହିଛି । ଯାହା ପରେ ଡାକ୍ତରୀ ଦଳ ଛୁଆଟିର ଯାଞ୍ଚ କରିଛନ୍ତି । ଜନ୍ମ…

ବ୍ୟାଣ୍ଡ ବାଜା ରୋଷଣୀରେ ଘରକୁ ଆସିଲା କନ୍ୟା ରତ୍ନ

ଚଣ୍ଡିଗଡ଼ : ସାଧାରଣତଃ ପ୍ରତ୍ୟେକ ପରିବାରରେ ପୁଅକୁ ସମସ୍ତେ ଅଧିକ ଭଲପାଆନ୍ତି  । ଆଉ ଝିଅକୁ ନେଇ ସମସ୍ତେ ନାନା କଥା କହିଥାଆନ୍ତି  । ଝିଅ ଜନ୍ମ ନେଇ ଖୁସି ନଥିବା ବେଳେ ଅଧିକାଂଶ ଗର୍ଭପାତ ମଧ୍ୟ କରିଥାଆନ୍ତି  । ତେବେ ଏହାରି ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଝିଅ ଜନ୍ମ ହେବା ଖୁସିରେ…

ବିରୁଷ୍କାଙ୍କ ଘରକୁ ଆସିଲେ ଲକ୍ଷ୍ମୀ

ମୁମ୍ବାଇ: କ୍ରିକେଟର ବିରାଟ କୋହଲୀ ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନ ଲାଭ କରିଛନ୍ତି । ଅପରାହ୍ନରେ ଅନୁଷ୍ଟା ଝିଅକୁ ଜନ୍ମ ଦେଇଛନ୍ତି । ଏ ନେଇ ବାପା ବିରାଟ ସୋସିଆଲ ମିଡିଆ ଜରିଆରେ ଫ୍ୟାନମାନଙ୍କୁ ଜଣାଇଛନ୍ତି । ବିରାଟ ଲେଖିଛନ୍ତି ଯେ, 'ଆଜି ଅପରାହ୍ନରେ…