Latest Odisha News
Browsing Tag

Baitarani

ବୈତରଣୀ ବ୍ରିଜରେ ବନ୍ଦେ ଭାରତ ରାସ୍ତା ରୋକିଲା କାଳବୈଶାଖୀ

ଯାଜପୁର: କାଳବୈଶାଖୀ ବର୍ଷା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧା ବାଟରେ ଅଟକି ରହିଛି । ଯାଜପୁର ଜିଲ୍ଲା ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅପରାହ୍ଣ ୪ଟା ୩୫ରୁ ଅଟକି ରହିଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ-ହାୱଡ଼ା ଅଭିମୁଖେ ଯାଉଥିବା ବେଳେ କାଳବୈଶାଖୀ ଯୋଗୁ ଗଛ ଭାଙ୍ଗି ତାର…

ବିପଦ ସଂକେତ ଉପରେ ବୈତରଣୀ; ଧାମନଗର ଓ ଭଣ୍ଡାରିପୋଖରୀର ବହୁ ପଞ୍ଚାୟତ ଜଳମଗ୍ନ

ଭଦ୍ରକ: ବୈତରଣୀରେ ପୁଣି ବଢ଼ି ପାଣି ବଢ଼ିବାରେ ଲାଗିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜ଼ିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ସପ୍ତାହରେ ଦ୍ଵିତୀୟ ଥର ପାଇଁ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ…

ବୈତରଣୀ ନଦୀର ଜଳ ସ୍ତର କମିଛି ହେଲେ ବିପଦ ଟଳିନି

ଯାଜପୁର: ବୈତରଣୀରେ ଆସିଥିବା ବନ୍ୟା ଛାଡ଼ି ଯାଇଛି ସତ ହେଲେ ବିପନ୍ନଙ୍କ ଦୁଃଖ ବଢି ଯାଇଛି । ଏବେବି ବନ୍ୟା ଜଳରେ ବୁଡ଼ି ରହିଛି ଏକର ଏକର ଚାଷ ଜମି । ଲୋକେ ଚାଷ ସହ ସହ ବାସ ହରାଇଛନ୍ତି । କିନ୍ତୁ ସାହାଯ୍ୟ ଭାବେ ଏଯାଏ ମିଳିଛି କେଇ ମୁଠା ଚୂଡ଼ା ଓ ଗୁଡ଼। ବୈତରଣୀରେ ବନ୍ୟା ଏବଂ ଶାଖା…

ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

ଭଦ୍ରକ: ବର୍ଷା ଛେଚୁଛି, ବୈତରଣୀ ଫୁଲୁଛି । ଭଦ୍ରକର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ଆଜି ଦିନ ଗୋଟାଏ ସୁଦ୍ଧା ବନ୍ୟା ଜଳ ୧୭.୯୨ରେ ପ୍ରବାହିତ ହେଉଛି । ଯାହାକୁ ନେଇ ଭଦ୍ରକର…

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଭଦ୍ରକର ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି

ଭଦ୍ରକ: ଲଗାଣ ଲଘୁଚାପ ବର୍ଷା ବଢ଼ାଉଛି ସମସ୍ୟା । ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଭଦ୍ରକରେ ବୈତରଣୀ ନଦୀ ଏବେ ଧିରେ ଧିରେ ଫୁଲୁଛି । ସାଳନ୍ଦୀ ରିଜର୍ଭୟରରେ ଜଳସ୍ତର ବଢ଼ୁଥିବାରୁ ହଦଗଡ଼ ଡ୍ୟାମରୁ ପାଣି ଛଡ଼ା ଯାଉଛି । ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ମଧ୍ୟ…

ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା: ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ଖସୁଛି

ଭୁବନେଶ୍ୱର: ବର୍ଷା କମିଛି । ହୀରାକୁଦକୁ କମିଛି ବନ୍ୟା ପାଣି ପ୍ରବେଶ । ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ ହୋଇଛି । ଏବେ ୧୨ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସନ ହେଉଛି । ଫଳରେ ମହାନଦୀରେ ବି ଖସୁଛି ଜଳସ୍ତର । ଏଥିସହ ରାଜ୍ୟରେ ବନ୍ୟା ଆଶଙ୍କା ଟଳିଛି । ଗତକାଲି ରାତିରେ ହୀରାକୁଦ ଜଳଭଣ୍ଡାରରୁ…