ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୮)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୮
ନା ଡାକ୍ତର, ନା କବିରାଜ, ନା ଔଷଧ ନା ପାଣି...ଶୁଖିଲାରେ ବିତୁଥିଲା ଶିଉଳିର ଦିନ। ସନିଆ ଭାଇ ଦିନେ ମୁଗୁନିକୁ କହିଲା, 'ଚାଲ ତ ଶିଉଳିକୁ ଦେଖାଇ ଆଣିବା ଏଇ ପାଖରେ ଥିବା ଡାକ୍ତରଖାନାରୁ।' ଗାର ଡେଇକି ସେ ଯେମିତି…