Latest Odisha News

BREAKING NEWS

Browsing Tag

Barsha Priyadarshini

ଅନୁଭବଙ୍କ ଘରେ ପହଂଚିଲା ପୋଲିସ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଂଚିଲା ପୋଲିସ । ଅଭିନେତ୍ରୀ ବର୍ଷାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ଘରେ ପହଂଚିଛି । ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ମାଗିବା ପରେ ପୁରୀଘାଟ ପୁଲିସ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି। ଜଣେ ପୁରୁଷ ଓ ଜଣେ ମହିଳା…

‘ବର୍ଷାକୁ ମୁଁ ସମ୍ମାନ କରେ’, ଛାଡପତ୍ର ଆବେଦନ ପରେ ମୁହଁ ଖୋଲିଲେ ଅନୁଭବ

ଭୁବନେଶ୍ୱର: ଓଲିଉଡର ନମ୍ବର-୧ ଯୋଡୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଭିତରେ ପରବାରିବ ବିବାଦ ଲାଗିଛି । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ନାଁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି ବର୍ଷା । ଏହାରି ଭିତରେ ଆଜି କ୍ୟାମେରା ସାମ୍ନାରେ ପ୍ରଥମଥର ପାଇଁ…

ସୁୁପ୍ରିମକୋର୍ଟ ଯିବେ ବର୍ଷା !

କଟକ: ସୁପ୍ରିମକୋର୍ଟ ଯିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ବର୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ । ଏନେଇ ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତି । ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର…

ଅକ୍ଟୋବର ୧୨କୁ ଘୁଞ୍ଚିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନ ଶୁଣାଣି

କଟକ: ଅଭିନେତା ତଥା ସାଂସଦ ଅନୁଭବ ମାହାନ୍ତିଙ୍କ ନାଁରେ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଘରୋଇ ହିଂସା ମାମଲାର ଶୁଣାଣି ଘୁଞ୍ଚିଛି । ଅକ୍ଟୋବର ୧୨ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କଟକ ଏସଡିଜେଏମ୍ କୋର୍ଟ । ଏନେଇ ସୂଚନା ଦେଇଛନ୍ତି ବର୍ଷା…

ଭଗବାନଙ୍କୁ ଡର, ସତ ଲୁଚି ରହିପାରିବନି : ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ରିଲ ଲାଇଫରେ ବର୍ଷା ଅନୁଭବ ଯୋଡିରେ ବିବାହ ଆଉ ବିଚ୍ଛେଦ ନେଇ କାହାଣୀ ହୋଇଥିବା ବେଳେ ଏବେ ତାହା ସେମାନଙ୍କର ରିଅଲ ଲାଇଫରେ ମଧ୍ୟ ଦେଖିବାକୁ ମିଳିଛି । ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏଥି ସହ କୋର୍ଟରେ ଭରଣପୋଷଣ ପାଇଁ ୧୫ କୋଟି…

‘ବେଡ୍‌ରୁମ୍‌ରେ ପିଉଥିଲେ ମଦ, ବାପା ହେବାକୁ ଚାହୁଁନଥିଲେ ଅନୁଭବ’ ପିଟିସନରେ ଦର୍ଶାଇଛନ୍ତି ବର୍ଷା

ଭୁବନେଶ୍ୱର: ହାତ ଧରି ଚାଲିବାକୁ ଦିନେ କଥା ଦେଇଥିଲେ । କିନ୍ତୁ ଆଜି ସିଏ ହାତ ଛାଡି ଦେଇଛନ୍ତି । ସମୟ ସହ ସବୁ କିଛି ବଦଳି ଯାଇଛି । ଆମ ଭିତରେ ଆଉ କିଛି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ…

ଅନୁଭବ-ବର୍ଷାଙ୍କ ହେବ ଡିଭୋର୍ସ ! କୋର୍ଟକୁ ଗଲେ ବର୍ଷା

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହେବାକୁ ଯାଉଛି ବିବାହ ବିଚ୍ଛେଦ ।  ସ୍ୱାମୀ ଅନୁଭବଙ୍କ ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କଟକ ଏସ୍‌ଡିଜେଏମ୍ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା । ପାରିବାରିକ…