Latest Odisha News
Browsing Tag

Bcci

ସୌରଭ ଗାଙ୍ଗୁଲି ହେଲେ ‘ବିସିସିଆଇ’ ସଭାପତି

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ…

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍ !

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାନେଇ ଆଶା ଉଜ୍ଜିବୀତ ରହିଥିବା ବୁଧବାର ଦିନ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ସୂଚନା ମିଳିଛି । ବାତ୍ୟା ‘ଫନି’ ଦ୍ୱାରା ବାରବାଟୀରେ ହୋଇଥିବା…

ଅର୍ଜୁନ ଆୱାର୍ଡ ଲାଗି ମହିଳା କ୍ରିକେଟରଙ୍କ ସମତେ ୪ଜଣଙ୍କ ନାମ ସୁପାରିଶ କଲା ବିସିସିଆଇ

ମୁମ୍ବାଇ : ବିସିସିଆଇ ଶନିବାର ଦିନ କ୍ରିକେଟର ମହମ୍ମଦ ସାମି ଓ ଯଶପ୍ରୀତ ବୁମରା, ଅଲ-ରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମହିଳା ଖେଳାଳି ପୁନମ ଯାଦବଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାର ନିଯୁକ୍ତ ପ୍ରଶାସକ କମିଟି ନୂଆଦିଲ୍ଲୀ ଏକ…

କ୍ରିକେଟର ଶ୍ରୀସନ୍ଥଙ୍କ ଉପରୁ ହଟିଲା ଆଜୀବନ ବାସନ୍ଦ ଦଣ୍ଡାଦେଶ

ନୂଆଦିଲ୍ଲୀ : ବିସିସିଆଇ ଦ୍ୱାରା ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଏସ୍.ଶ୍ରୀସନ୍ଥଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ୨୦୧୩ ମସିହାରେ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)…