Latest Odisha News

BREAKING NEWS

Browsing Tag

Bcci

ଟି-୨୦ ବିଶ୍ୱକପ୍ ନେଇ ଆଜି ଆସିପାରେ ଫୈସଲା

କରୋନା ମହାମାରୀ ଭିତରେ ଚଳିତବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ହେବ କି ନାହିଁ ସସପେନ୍ସ ଲାଗି ରହିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି କୌଣସି ନିଷ୍ପତ୍ତି ନେଇ ନାହିଁ । ଆଜି ବସୁଛି ଆଇସିସିର ଜେନେରାଲ୍ ବଡି ମିଟିଂ । ଭାରତୀୟ ସମୟ ଅପରାହଣ ସାଢ଼େ ୩ଟାରେ ଭିଡିଓ କନଫରେନ୍ସିଂରେ ବୈଠକ…

ହେମାଙ୍ଗ ଅମୀନ ବିସିସିଆଇର ଅନ୍ତରୀଣ ସିଇଓ ନିଯୁକ୍ତ

ବିସିସିଆଇ ସିଇଓ ପଦରୁ ରାହୁଲ ଜୋହରିଙ୍କ ଇସ୍ତଫା ପରେ ଅନ୍ତରୀଣ ସିଇଓ ହୋଇଛନ୍ତି ହେମାଙ୍ଗ ଅମୀନ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ହେମାଙ୍ଗ ଅମୀନ ଆଇପିଏଲର ଚିଫ୍ ଅପରେଟିଂ ଅଫିସର ବା ସିଓଓ ଅଛନ୍ତି । ନୂଆ ସିଇଓ ନିଯୁକ୍ତି ଯାଏଁ ସେ ଦାୟିତ୍ୱ ତୁଲାଇବେ । ହେମାଙ୍ଗ ଅମୀନ ୨୦୧୭ ଠାରୁ…

ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲା ବିସିସିଆଇ

ନୂଆଦିଲ୍ଲୀ: ଦୀର୍ଘ ମାସ ପରେ ସିଇଓ ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଜୋହରି ଗତବର୍ଷ ଡିସେମ୍ବର ୨୭ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ସେତେବେଳେ ତାହା ଗ୍ରହଣୀୟ ହୋଇ ନଥିଲା । ବିସିସିଆଇର ଅନ୍ତରୀଣ ସିଇଓ ଭାବରେ କାର୍ଯ୍ୟ…

ଟି-ଟ୍ୱେଣ୍ଟି ବିଶ୍ୱକପ ନେଇ ଆଜି ହୋଇପାରେ ନିଷ୍ପତ୍ତି

ଚଳିତବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଆୟୋଜନକୁ ନେଇ ନିଷ୍ପତ୍ତି ହୋଇ ନାହିଁ। ଆଜି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଭାରତୀୟ ସମୟ ସାଢ଼େ ୩ଟାରେ ବସିବ ବୈଠକ । ଏଠାରେ ଚଳିତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଆଲୋଚନା ସମ୍ଭାବନା ରହିଛି ।…

କରୋନା ପାଣ୍ଠି ଲାଗି ଭାରତ-ପାକ ମ୍ୟାଚ; ସୋଏବଙ୍କ ପ୍ରସ୍ତାବକୁ କପିଳ ଦେବଙ୍କ ନାପସନ୍ଦ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଏବେ ଏକ ମହାମାରୀର ରୂପ ନେଇଛି । ବିଶ୍ୱର ଅନେକ ରାଷ୍ଟ୍ର ସମେତ ଭାରତ ଓ ପାକିସ୍ତାନ ମଧ୍ୟ ଏହି ଘାତକ କରୋନା ରୋଗର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ପୂର୍ବତନ ଫାଷ୍ଟବୋଲର୍ ସୋଏବ୍ ଅଖତାର ଏକ ପ୍ରସ୍ତାବ ଦେଇଥିଲେ । କରୋନା ପାଣ୍ଠି…

କରୋନା ମୁକାବିଲା: ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ବିସିସିଆଇ ଦେଲା ୫୧ କୋଟି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବିସିସିଆଇର ୫୧ କୋଟି ଟଙ୍କା ସହାୟତା ଘୋଷଣା । ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ଏ ନେଇ ଶନିବାର ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ବିସିସିଆଇ ଓ ରାଜ୍ୟ କ୍ରିକେଟ ବୋର୍ଡଙ୍କଠାରୁ ଆଦାୟ ଏହି ଅର୍ଥ ରାଶି…

ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲ୍ ବାତିଲ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲକୁ ନେଇ ସସପେନ୍ସ ଜାରି । ଚଳିତ ସଂସ୍କରଣ ଖେଳାଯିବ କି ନାହିଁ ? କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲକୁ ବାତିଲ କରିଛି ବିସିସିଆଇ । ଏହି ବୈଠକରେ ଆଇପିଏଲ୍ ଆୟୋଜନ ନେଇ ବିସିସଆଇ ଓ…

ବିସିସିଆଇ କଣ୍ଟ୍ରାକ୍ଟ ତାଲିକାରୁ ବାଦ୍ ପଡିଲେ ଧୋନୀ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରୁ ସିନିୟର ଖେଳାଳି ମହେନ୍ଦ୍ର ସିଂ ଧୋନୀ ବାଦ୍ ପଡିଛନ୍ତି । ଗତ ଥର ସେ ଏ ଗ୍ରେଡରେ ଥିଲେ । ଦିନେଶ କାର୍ତିକ, ଅମ୍ବାତି ରାୟୁଡୁ ଓ ଖଲୀଲ ଅହମ୍ମଦ ମଧ୍ୟ ତାଲିକାରୁ ବାଦ୍ ପଡିଛନ୍ତି । ୬ ମାସ କ୍ରିକେଟଠାରୁ ଦୂରେଇ…

ସୌରଭ ଗାଙ୍ଗୁଲି ହେଲେ ‘ବିସିସିଆଇ’ ସଭାପତି

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ…

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍ !

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାନେଇ ଆଶା ଉଜ୍ଜିବୀତ ରହିଥିବା ବୁଧବାର ଦିନ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ସୂଚନା ମିଳିଛି । ବାତ୍ୟା ‘ଫନି’ ଦ୍ୱାରା ବାରବାଟୀରେ ହୋଇଥିବା…