Latest Odisha News
Browsing Tag

Betul

ବୋରଓ୍ୱେଲ୍ ଭିତରେ ଚାଲିଗଲା ତନ୍ମୟର ଜୀବନ

ଭୋପାଳ : ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ ।  ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରଓ୍ୱେଲର ୫୫ଫୁଟ୍ ତଳକୁ ସେ ଖସି ପଡିଥିଲା । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ ତାର ମୃତଦେହକୁ ଉଦ୍ଧାର କରିଛି । ତାର ମୁହଁ ତଳକୁ ହୋଇଥିବାରୁ ସେ…

୪୦ ଫୁଟ୍ ଗଭୀର ବୋରୱେଲରେ ୬୮ ଘଣ୍ଟା ହେଲାଣି ଫସିଛି ତନ୍ମୟ

ଭୋପାଳ: ୪୦ ଫୁଟ୍ ଗଭୀର ତଳେ ବିତିଲାଣି ୬୮ ଘଣ୍ଟା । ତଥାପି ହାର ମାନିନି ୮ ବର୍ଷର ତନ୍ମୟ । ୪୫ ଫୁଟର ବୋରୱେଲରୁ ତନ୍ମୟକୁ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡବି ଗାଁର ଏକ ବୋରୱେଲରେ ୬ ତାରିଖରେ ଖସି ପଡ଼ିଥିଲା ତନ୍ମୟ । ଖେଳୁ ଖେଳୁ…