Latest Odisha News

BREAKING NEWS

Browsing Tag

Bhagwant Mann

ଦ୍ୱିତୀୟ ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେମିତି ଥିଲା ପ୍ରଥମ ସ୍ତ୍ରୀଙ୍କ ସହ ସମ୍ପର୍କ ?

ଚଣ୍ଡିଗଡ଼: ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ । ଆସନ୍ତାକାଲି ମନ୍ ଡକ୍ଟର ଗୁରପ୍ରୀତଙ୍କୁ ଦ୍ୱିତୀୟ ବିବାହ କରିବେ । ତେବେ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଥିବ ଗୁରପ୍ରୀତ କିଏ ? ଯାହାକୁ ବିବାହ କରିବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଗୁରପ୍ରୀତ କୌରଙ୍କୁ ଘର ଲୋକେ ଗୋପୀ…

[ଦେଖନ୍ତୁ ଭିଡିଓ] ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇଲେ ‘ଅଗ୍ନିପଥ’ ବିକ୍ଷୋଭକାରୀ

ଚଣ୍ଡିଗଡ଼: ‘ଅଗ୍ନିପଥ’କୁ ବିରୋଧ । ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ଦେଶବ୍ୟାପୀ ଅଗ୍ନିପଥକୁ ନେଇ ନିଆଁ ଜଳୁଛି । ପ୍ରତିବାଦ ଜାରି ରହିଥିବା ବେଳେ ଆଶାୟୀ ଆନ୍ଦୋଳନକାରୀ ନିଜ ଜିଦରେ ଅଡ଼ି ବସିଛନ୍ତି । ଯଦିଓ ସେନାରେ ଭର୍ତ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାରେ ରାଜ୍ୟ…

ଶପଥ ସମାରୋହକୁ ପଞ୍ଜାବବାସୀଙ୍କୁ ନିମନ୍ତ୍ରଣ କଲେ ମାନ୍

ଚଣ୍ଡିଗଡ: ଶନିବାର ପଞ୍ଜାବର ଭାବି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ରାଜ୍ୟପାଳ ବନଓ୍ୱାରୀ ଲାଲ ପୁରୋହିତଙ୍କୁ ଭେଟିଛନ୍ତି । ଏଥିସହ ଆମ୍ ଆଦାମୀ ପାର୍ଟିର ବିଧାୟକ ଦଳର ନେତା ଭାବେ ସରକାର ଗଢିବା ପାଇଁ ଦାବି କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,…

ପଞ୍ଜାବରେ ଆପ୍ ସରକାର: କାଲି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲେ ଭଗୱନ୍ତ ମାନ୍

ଚଣ୍ଡିଗଡ଼: ପଞ୍ଜାବ ରାଜନୀତି ଲେଖିଲା ନୂଆ ଇତିହାସ । ଏଥର ପଞ୍ଜାବରେ ଆପ୍ ସରକାର । ଦିଲ୍ଲୀ ପରେ ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଛି ଆମ୍ ଆଦମୀ ପାର୍ଟି । ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବ । ମୁଖ୍ୟମନ୍ତ୍ରୀ ଆପର ଭଗୱନ୍ତ ମାନ୍ । ଆସନ୍ତାକାଲି ସେ ପଞ୍ଜାବ ରାଜ୍ୟପାଳ ଭୱରୀଲାଲ…