Latest Odisha News

BREAKING NEWS

Browsing Tag

Bharat Biotech

ଭାରତ ବାୟୋଟେକ ଗସ୍ତରେ ୬୪ ଟି ଦେଶର ବୈଦେଶିକ ମିଶନ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଆଜି ୬୪ ଟି ଦେଶର ବୈଦେଶିକ ମିଶନର ମୁଖ୍ୟଙ୍କ ସହ ଭାରତ ବାୟୋଟେକ ଏବଂ ବାୟୋଲୋଜିକାଲ ଇ ରେ ପହଞ୍ଚିଛି। ଏହି ଦୁଇଟି କମ୍ପାନୀ କରୋନା ଟିକା 'କୋଭାକ୍ସିନ୍' ଉପରେ କାମ କରୁଛନ୍ତି। ଟିକା ଉପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ…

ଭାରତ ବାୟୋଟେକ୍ ମାଗିଲା ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ଜରୁରୀକାଳିନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତରେ ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭରତ ବାୟୋଟେକ୍ ଏହାର ଆଣ୍ଟି-କୋଭିଡ୍-୧୯ ଟିକା ପାଇଁ ଲୋଡ଼ିଛି ଜରୁରୀକାଳୀନ ବ୍ୟବହାର ଅନୁମତି । କେନ୍ଦ୍ରୀୟ ଔଷଧ ନିୟାମକରେ ଆବେଦନ କରିଛି ଭାରତ ବାୟୋଟେକ୍ । ଭାରତରେ…

ପ୍ରଧାନମନ୍ତ୍ରୀଙ୍କ ଭ୍ୟାକସିନ୍ ଟୁର୍: ୩ଟି ସହର ଗସ୍ତ, ଟିକା ପ୍ରସ୍ତୁତିର କରିବେ ତଦାରଖ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଟି ସହର ଗସ୍ତ କରିବେ । ଟିକା ବିକଶିତ କାମରେ ଲାଗିଥିବା ତିନିଟି କମ୍ପାନୀକୁ ଯିବେ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରେ ଜାଇଡସ୍‌ ବାୟୋଟେକ୍‌ ପାର୍କ, ପୁନେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ…

ଖୁସି ଖବର, ଫେବୃଆରୀରେ ଆସିବ କରୋନା ଟିକା

ନୂଆଦିଲ୍ଲୀ:ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା କରୋନା ଟିକାକୁ ନେଇ ଆସିଛି ଏକ ବଡ ଖୁସି ଖବର । ଆକଳନ ତୁଳନାରେ ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ଭାରତ ତା’ର କରୋନା ଟିକା ପାଇବ। ଏନେଇ ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି । ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ କହିଛନ୍ତି,…

ନଭେମ୍ବରରେ ସ୍ୱଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ପରୀକ୍ଷଣ ନେଇ ଆସିଲା ବଡ଼ ଖବର ।  ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ବା DCGI ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମୋଦନ ଦେଇଛି । ନଭେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍…

୨୦୨୧ ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା ? ପ୍ରସ୍ତୁତି ଆରମ୍ଭ କଲେଣି ସରକାର

ନୂଆଦିଲ୍ଲୀ: କରୋନା ମାହମାରୀକୁ ମାତ ଦେବା ପାଇଁ ସାରା ବିଶ୍ୱ ସଂଗ୍ରାମ ଜାରି ରଖିଛି । ଟିକା ବିକଶିତ ଦିଗରେ ବୈଜ୍ଞାନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚଳାଇଛନ୍ତି । କିଛି ଟିକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରେ ୩ଟି ଭିତରୁ ଆସନ୍ତାବର୍ଷ ମାର୍ଚ୍ଚରେ ଅତି କମରେ…

ସଫଳ ହେଲା କରୋନା ଟୀକା କୋଭାକ୍ସିନ ପରୀକ୍ଷଣ: ଭାରତ ବାୟୋଟେକ

ହାଇଦ୍ରାବାଦ: କରୋନାଭାଇରସ୍ ଭ୍ୟାକ୍ସିନ୍ କୋଭାକ୍ସିନର ସଫଳ ପରୀକ୍ଷଣ ହୋଇଛି ବୋଲି କହିଛି ଭାରତ ବାୟୋଟେକ ।ଟୀକା ନିର୍ମାତା ଭାରତ ବାୟୋଟେକ ଶୁକ୍ରବାର ଦିନ ଘୋଷଣା କରିଛି ଯେ ଏହାର କୋଭିଡ-୧୯ ଟିକା କୋଭାକ୍ସିନର ପଶୁଙ୍କ ଦେହରେ ପରୀକ୍ଷା ସଫଳ ହୋଇଛି। ଲାଇଭ୍ ଭାଇରାଲ୍ ଚ୍ୟାଲେଞ୍ଜ୍ ମଡେଲରେ…