Latest Odisha News

BREAKING NEWS

Browsing Tag

bharati singh

କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷଙ୍କ ଉପରେ ଏନ୍‌ସିବିର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ଅସୁବିଧାରେ ପଡ଼ିଲେ କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲା ନେଇ ଏନ୍‌ସିବି   ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଉପରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି । ସୂଚନା ଅନୁଯାୟୀ ୨୦୨୦ରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ…

‘କପିଲ ଶର୍ମା ସୋ’କୁ ଫେରିଲେ ଭାରତୀ ସିଂହ, ଫଟୋ ସେୟାର କରି ଦେଲେ ସୂଚନା

ମୁମ୍ବାଇ: କପିଲ ଶର୍ମା ସୋକୁ ଫେରିଲେ କମେଡିଆନ୍ ଭାରତୀ ସିଂହ । ଭାରତୀ ଇନଷ୍ଟାଗ୍ରାମରେ ସେଟର କିଛି ଫଟୋ ସେୟାର କରିଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ଫଳରେ ଭାରତୀ କପିଲ ଶର୍ମା ସୋ ଛାଡିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଫଟୋରେ ଭାରତୀ…

ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମୁମ୍ଵାଇର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଶନିବାର ଭାରତୀ ଓ ରବିବାର ହର୍ଷଙ୍କୁ ଗିରଫ କରିଥିଲା ଏନସିବି । ଉଭୟଙ୍କୁ ମାରାଥନ ଜେରା ପରେ କୋର୍ଟ ଚାଲାଣ…

ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ଭାରତୀ କେମିତି ହେଲେ କମେଡି କ୍ବିନ୍ ?

ନିଜେ ହସିବା ସହ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂହ । ଏମିତିରେ ତ ଅନେକ ମହିଳା କମେଡିଆନ୍ ଅଛନ୍ତି, ହେଲେ କମେଡି କ୍ବିନର ତାଜ ପାଇଛନ୍ତି ଭାରତୀ । ଏହି କମେଡି କ୍ବିନଙ୍କୁ ଡ୍ରଗ୍ସ ଲିଙ୍କରେ ଗିରଫ କରିଛି ଏନସିବି । ଶନିବାର ମୁମ୍ବାଇ ସ୍ଥିତ ତାଙ୍କ ଘରେ ରେଡ୍ ପରେ ଗିରଫ କରିଥିଲା ଏନସିବି ।…

ଫେମୋସ୍ କମେଡିଆନ୍ ଭାରତୀ ସିଂହ ଗିରଫ, ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି

କମେଡିଆନ୍ ଭାରତୀ ସିଂହଙ୍କୁ ଗିରଫ କଲା ଏନସିବି । ତାଙ୍କ ସ୍ବାମୀ ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି । ଆଜି ଏନସିବି ମୁମ୍ବାଇର ତିନିଟି ସ୍ଥାନରେ ଚଢାଉ କରିଥିଲା । ଭାରତୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଏନସିବି । ଚଢାଉ ବେଳେ ଭାରତୀଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହା…

ଡ୍ରଗ୍ସ ଜାଲରେ ଟେଲିଭିଜନ୍‌ ଜଗତର ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବର୍ତ୍ତମାନ ବଲିଉଡ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତ ସିଂଙ୍କ ମୁମ୍ବାଇ ଘରେ ଚଢାଉ କରିଛି ଏବଂ ତାଙ୍କ ଘରୁ ନିଶାଯୁକ୍ତ ଦ୍ରବ୍ୟ ଗଞ୍ଜ ଉଦ୍ଧାର କରାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ ଜୋନାଲ ୟୁନିଟ୍ ହାସ୍ୟ…