ଭାଷା ଭାଗବତ : ଭିତର, ବାହାର
ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ
ଭିତର ଅଛି ପୂର୍ବ ଭଳି
ବାହାର ଯାଇଛି ବଦଳି
କାଂଥରେ ନୂଆ ରଂଗ ବୋଳି
କହୁଁ ' ବିକାଶ ହେଲା ' ବୋଲି
କାହାକୁ ନାହିଁ ଏଠି ଜଣା
କିପାଇଁ ଏତେ ପ୍ରତାରଣା
ହେଲାଣି ଏବେ ନିତ୍ୟାଭ୍ୟାସ
ଏହା କି…