Latest Odisha News

BREAKING NEWS

Browsing Tag

Bhasa bahgbat

ଭାଷା ଭାଗବତ : ପ୍ରସିଦ୍ଧି-ଲାଳସୀ ଲେଖକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ସ୍ବନାମଧନ୍ୟ ' ବହୁ କବି ଏବେ ଗଲେଣି ପୂରା ଦବି ' ଆଂତର୍ଜାତିକ ଖ୍ୟାତିପ୍ରାପ୍ତ ' ଲେଖକେ ହେଲେଣି ବିସ୍ମୃତ ' ଯଶସ୍ବୀ ସମାଦୃତ ' ଲୋକ ' ପ୍ରତିଭାସଂପନ୍ନ ଲେଖକ ' ଗଲେଣି କେତେ କାହିଁ ହଜି କେହି ପାଉନୁ ତାଂକୁ ଖୋଜି…

ଭାଷା ଭାଗବତ : ସ୍ମୃତି ସଂଚୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ମୃତି ତ ଅମୂଲ୍ୟ ସଂପତ୍ତି ସୂଚାଏ ଜୀବନର ଗତି ତହିଁରୁ କରିଲେ ନିଷ୍ପତ୍ତି ହୁଏ ବ୍ୟକ୍ତିର ସର୍ବୋନ୍ନତି ପୂର୍ବ ବିଫଳତାରୁ ଶିଖି ଯେ କେହି ଖୋଲିଥାଏ ଆଖି ଭବିଷ୍ଯତର ସ୍ବପ୍ନ ଦେଖି ତାହା ସହିତ ରହେ ଲାଖି ସ୍ମୃତି ଓ…

ଭାଷା ଭାଗବତ : ଅଲୋଡ଼ା ଅକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ଆକଳନ ଓ ସଂକଳନ ଆକ୍ରାମକ ଓ ସଂକ୍ରାମକ ଆକଳିତ ଓ ସଂକଳିତ କେଉଁଠି ଙ୍କ ହେବା ଉଚିତ ? ଅକର୍ତବ୍ୟ ଓ କିଂକର୍ତବ୍ୟ ଅପକାର ଓ ଅହଂକାର ଅଧିକାର ଓ ଅଳଂକାର ଙ୍କ ଲେଖା କିଆଁ ଦରକାର ? ଅଗୃହୀତ ଓ ସଂଗୃହୀତ ଅଗଠିତ ଓ ସଂଗଠିତ…

ଭାଷା ଭାଗବତ : ସ୍ବଭାଷାର ଜୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ  'ଭାଷା ଭାଗବତ' ଭାବିଲେ ସୁଦ୍ଧା ଦୀର୍ଘକାଳ ନ ଲେଖି ଭାବିଲେ କେବଳ ବ୍ୟକ୍ତିଟେ ହୁଅଇ ଭାବୁକ କେବେ ବି ହୁଏନି ଲେଖକ ଲେଖିବା ମୁହୂର୍ତରେ ଯାହା ମନକୁ ଆସେ ଲେଖି ତାହା ସ୍ବପ୍ନ ଅଥବା ପୂର୍ବସ୍ମୃତି ଲେଖକ ହୋଇପାରେ…

ଭାଷା ଭାଗବତ : ଶବ୍ଦ ଯୋଡ଼ା-ଛଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୁକର୍ମ କରିବାକୁ ଡର କୁକଥା କହିବାକୁ ଡର ମୋ ନାମ ପ୍ରଫୁଲ୍ଲ କୁମାର କହିଲେ ପ୍ରଫୁଲ୍ଲକୁ ମାର ବଦଳଯିବ ଅର୍ଥ ତା'ର ଲୋକେ ବୁଝିବା ଦରକାର କୁ ଏକାକ୍ଷରୀ ଶବ୍ଦ ନୁହେ ଶବ୍ଦ ସହିତ ଲାଖିରହେ କୁ ଯଦି ଏକୁଟିଆ ରହେ ସର୍ବଦା…

ଭାଷା ଭାଗବତ : ଲେଖାରେ ଅତ୍ୟୁକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତ୍ୟୁକ୍ତି ବୋଲି ସୁଦ୍ଧା ଜାଣି ସେ କଥା କିଆଁ କହୁଁ ପୁଣି ଥରଟେ ନିଜକୁ ପଚାରୁଁ କ'ଣ କହିବା ସ୍ଥିର କରୁଁ ଅଯଥା ଶବ୍ଦ ଅପଚୟ କରିଲେ ଭାବ ହୁଏ କ୍ଷୟ ମାପିଚୁପି କହିଲେ କଥା ଧ୍ବନିରେ ରହେ ସାରବତ୍ତା ବକ୍ତବ୍ୟ କଲେ…

ଭାଷା ଭାଗବତ : ‘ବିଶ୍ବ’ ଭାବନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ବିଶ୍ବ ' ଶବ୍ଦଟି ବାଂରବାର କରଂତି ଯିଏ ବ୍ୟବହାର ତାଂକର ଭାବନା ବିଚାର କେବଳ କଳ୍ପିତ ପ୍ରଚାର ବିଶ୍ବ ଯେହେତୁ ଖୁବ୍‌ ବଡ଼ ହେଲେ ବି ଏକଡ଼, ସେକଡ଼ ଲୋକଂକୁ ପଡ଼େନାହିଁ ଜଣା ପ୍ରଚାର କରେ ବାଟବଣା ସ୍ବସ୍ଥାନେ ସ୍ବଖାଦ୍ୟ…

ଭାଷା ଭାଗବତ : ବସ୍ତୁ ବ୍ୟବହାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁସ୍ତକ କାଗଜ ନିର୍ମିତ ବସ୍ତୁ ଭାବରେ ବିବେଚିତ ହେବାରୁ ଥିଲେ ସୁଦ୍ଧା ରହି ପାରୁନି ସ୍ବଜ୍ଞାନ ବଢ଼ାଇ ଅଲୋଡ଼ା ହେବାରୁ ପନିକି କେମିତି ଲାଗିଛି କଳଂକି ଏହା ସଭିଏଁ ଦେଖି ଦେଖି ମାଜି ଓ ପୋଛି ଦେଉଛୁଁ କି ? କଥାରୁ…

ଭାଷା ଭାଗବତ : ଜ୍ଞାନାଂଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାଟେ ନ ହେଲେ ଲିଖିତ ତହିଁରେ ଭାବନା ରଚିତ ଅଥବା ସୂଚନା ସଂଚିତ ହୋଇପାରେନି ସ୍ବୟଂକୃତ ଭାଷାରେ ଥିଲେ ବି ସାହିତ୍ୟ ବିବିଧ ବିଷୟକ ଗ୍ରଂଥ ଯଦି ତା ହୁଏନି କଥିତ କାଳକ୍ରମେ ହୁଅଇ ମୃତ ଏହି ପ୍ରକ୍ରିୟା ଅନୁଯାୟୀ…

ଭାଷା ଭାଗବତ : ଅଲୋଡ଼ା ଜ୍ଞାନ-ଭିକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାକୁ ଯାହା ଲାଗେ ଭଲ ତାହା କରିଲେ କଲବଲ ହୋଇ ପାଏନି ଭଲ ଫଳ ସାରେ ସଂବଳ ଆଉ ବଳ ଭଲ ଲାଗେ କି ଭଲ ହୁଏ ପାର୍ଥକ୍ଯ ବୁଝିପାରେ ଯିଏ ସେ କରିଚାଲେ ଆତ୍ମୋନ୍ନତି ହୁଏନି ଖୁବ୍‌ ବେଶି କ୍ଷତି କ୍ଷଣିକାନଂଦ ପ୍ରାପ୍ତି ପାଇଁ…