Latest Odisha News

BREAKING NEWS

Browsing Tag

Bhasa bahgbat

ଭାଷା ଭାଗବତ : ଭିତର, ବାହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ  ଭିତର ଅଛି ପୂର୍ବ ଭଳି ବାହାର ଯାଇଛି ବଦଳି କାଂଥରେ ନୂଆ ରଂଗ ବୋଳି କହୁଁ ' ବିକାଶ ହେଲା ' ବୋଲି କାହାକୁ ନାହିଁ ଏଠି ଜଣା କିପାଇଁ ଏତେ ପ୍ରତାରଣା ହେଲାଣି ଏବେ ନିତ୍ୟାଭ୍ୟାସ ଏହା କି…

ଭାଷା ଭାଗବତ : ମଣିଷ ଯଂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜକୁ କରିଦେଲେ ଯଂତ୍ର ପାସୋରିହୁଏ ମୂଳମଂତ୍ର ମଣିଷ ମୂଳତଃ ସ୍ବତଂତ୍ର ଅତ୍ର, ତତ୍ର, ଯତ୍ର, ସର୍ବତ୍ର ଆପଣା ନିଜସ୍ବ ବରଜି ଅଧିକ ଲୋକ ହେଲେ ରାଜି ହୁଅଂତି ଯଂତ୍ରାବଳି ଭଳି କେବଳ ଶରୀର…

ଭାଷା ଭାଗବତ : ସର୍ବମୁଖୀ ହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସର୍ବ ଈକ୍ଷଣ ସର୍ବେକ୍ଷଣ ବୁଝିଲେ ଶବ୍ଦର ଗଠନ ସର୍ବେକ୍ଷଣ ନାମ ଯାହାର କରଇ ସତ୍ୟର ସଂହାର ନମୁନା ଭଳି ଅଳ୍ପ ମତ ହେଲେ ଅଧିକ ପ୍ରଚାରିତ ଜଣା ପଡ଼େନି ଭବିଷ୍ଯତ ଏହା ଅଟେ ମୌଳିକ ସତ୍ୟ …

ଭାଷା ଭାଗବତ : ବେପରୁଆ ଲେଖକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅତ୍ୟୁକ୍ତି ଜ୍ଞାନର ବିରୋଧୀ ଜ୍ଞାନର ମାର୍ଗ ଦିଏରୁଂଧି ଜ୍ଞାନାର୍କ ହେଲେ ସୂତ୍ରୋପମ ସଂଚାର ହୁଅଇ ସୁଗମ ଚିଂତାର ନାହିଁ ଥଳ, କୂଳ ଗତି ବି ଅତ୍ୟଂତ ପ୍ରବଳ ତାହାକୁ କଲେ ନିୟଂତ୍ରଣ ବକ୍ତବ୍ୟ…

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେ ହୁଏ ଆମ ପ୍ରତିନିଧି ଲୋଡ଼େ ସର୍ବଦା ବେଶି ନିଧି ନ ଜାଣି ନିୟମ ଓ ବିଧି ମାପଇ ନ୍ୟାୟର ପରିଧି ନ ଥାଏ ଟିକିଏ କର୍ତୃତ୍ୱ ନେଇ ପାରେ ସେ ନେତୃତ୍ବ ତେବେ ବି ଛାଡ଼େନି କ୍ଷମତା ତେଣୁ ଦିଶଇ ଅବ୍ୟବସ୍ଥା ନିଯୁକ୍ତ କର୍ମଚାରୀଗଣ…

ଭାଷା ଭାଗବତ : ଶବ୍ଦର ଜନମ ମରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅଭିଧାନରୁ ଶବ୍ଦ ଖୋଜି ବ୍ୟବହାର କରିଲେ ଆଜି ତାହା କି ଏବର ପାଠକ ପଢ଼ି ପାଇବେ ଟିକେ ସୁଖ ? ଏ କଥା କରିଲେ ବିଚାର ଏ ଭାଷା ହେବ ସଭିଂକର ସାହିତ୍ୟ ଆପେ ପାରେ ବଢ଼ି ଲୋକେ ସତେ ପାରିଲେ ପଢ଼ି …

ଭାଷା ଭାଗବତ : ପାରସ୍ପରିକ ସହଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଦ୍ୟାକୁ କରିଲେ ବିବାଦ ବ୍ୟକ୍ତିକୁ ମିଳେ ଅପବାଦ ହେଲେ କଳହପରାୟଣ ଜ୍ଞାନୀଂକ ମାନ ହୁଏ ନ୍ୟୂନ ଯେ ହୁଏ ସ୍ବଭାବେ କଳିହା ଖୋଜିପାଏନି ସିଧା ରାହା କାନେ ଶୁଭିଲେ ' ଆହା ଆହା ' ତା ମନ ବୁଝେ ' ୱାହା ୱାହା ' ନିଜକୁ ଯେ ସର୍ବଜ୍ଞ…

ଭାଷା ଭାଗବତ : ଭାଷା ଗଡ଼ୁଛି ତଳେ ପଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଂହାର ସଂସାର ସଂଭାର ସଂଚାର ଉଚ୍ଚାରଣ କର ଭିନ୍ନତା ନ ଶୁଭିଲେ କାହିଁ ବନାନ ବଦଳାଅନାହିଁ ସଂଯତ ସଂହତ ସଂଗତ ଏକ ପ୍ରକାରେ ଉଚ୍ଚାରିତ ହେଲେ ବି ଲେଖିଲେ *ସଙ୍ଗତ* ହେଲାନି ଏ ଭାଷାର ହିତ…

ଭାଷା ଭାଗବତ : ଭାବ ପାଣି, ଭାଷା ପାତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯେ ନାହିଁ ଲୋକଂକ *ସହିତ* ଯାହା ସେ ଲେଖେ ତା *ସାହିତ୍ୟ* ବୋଲାଏ ଆମର ରାଜ୍ୟରେ ଲାଗେନି କାହାର କାର୍ଯରେ *କାର୍ଯ୍ୟରେ* ନ ଦିଶିଲା ବୋଲି ଭାଷା ତ ପଡ଼ିଲାନି ଟଳି ସଂସ୍କୃତ ଭାଷାରେ ଯା' ନାହିଁ ଲେଖକେ…

ଭାଷା ଭାଗବତ : ପ୍ରତୀକ୍ଷାରତ ବହି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସାମ୍ନାରେ ବିଶାଳ ସମୁଦ୍ର ପଛରେ ବିକ୍ଷିପ୍ତ ସଂସାର ସଂସାର ଆଡ଼େ ପିଠି କରି ପାରିବା ସାଗର ସଂତରି ମନାକାଶରେ ମେଘମାଳା କରଂତି ଯେଉଁ ଲୀଳା ଖେଳା ତହିଁର ସ୍ପଷ୍ଟ ଶବ୍ଦାୟନ କରିପାରେନି କବି ମନ ବିବିଧ ଦୃଶ୍ୟ, ଧ୍ବନି,…