Latest Odisha News
Browsing Tag

Bhasa bahgbata

ଭାଷା ଭାଗବତ : ଚୈତ୍ତିକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ବିଭ୍ରାଂତ ଅସ୍ଥିର ଚିଂତନ କରେ ସମସ୍ୟା ଉତ୍ପାଦନ ଅଭ୍ରାଂତ ନିର୍ଦିଷ୍ଟ ଚିଂତନ ଉତ୍ପନ୍ନ କରେ ସମାଧାନ ମନର ସ୍ବାର୍ଥବିହୀନତା ପ୍ରଗତି, ସମୃଦ୍ଧି ପ୍ରଦାତା କାର୍ଯ ହିଁ ପ୍ରକୃତ ପ୍ରାର୍ଥନା ହେଉ ଏ ସତ୍ୟ ଏବେ ଘେନା ଅହଂନାଶ…

ଭାଷା ଭାଗବତ : ‘ ଛ ‘ ବର୍ଣ ବର୍ଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଚକ:ଛକ ଓ ଚୋଟ:ଛୋଟ ପ୍ରଭେଦ ହୋଇଗଲେ ନଷ୍ଟ ଚାଲ:ଛାଲ ଓ ଚାପ:ଛାପ ପାର୍ଥକ୍ଯ କରିଲେ ବିଲୋପ ଗୁଂଡାଟି ଲୋକକୁ ଚେଚୁଚି ଲୋକଟି ଲୋତକ ପୋଚୁଚି କଦଳୀ ବଢ଼ିଆ ପାଚିଚି ଖାଇଲେ ପାଟିକୁ ରୁଚୁଚି ଯେନକେନ ଏଠି ବଂଚିଚି ଭଲମଂଦ କିଏ ବାଚୁଚି…

ଭାଷା ଭାଗବତ : ଶବ୍ଦଂକୁ କରିବା ସ୍ବାଗତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ଥିଲା, ତାହାକୁ ସ୍ମରି କାହାଗେ କରିବା ଗୁହାରି ଯେତେ ମଣିଷ ସେତେ ତୁଂଡ ବହୁ ଶବ୍ଦ ହୁଅଂତି ରୁଂଡ ଏହା ଚାଲିଛି ନିରବଧି ପ୍ରକ୍ରିୟା ପାରିବାନି ରୋଧି ଅଗ୍ର-ଚିଂତକ ସଂଖ୍ୟା ଅଳ୍ପ ହେଲେ ହିଁ ଚଳେ ଗାଲୁ ଗଳ୍ପ କଲେ ଅଧିକ…

ଭାଷା ଭାଗବତ : କଠିନ, ସରଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭାଷା କରିବା କଷ୍ଟକର ଅତ୍ୟଂତ ସହଜ ବ୍ୟାପାର ନିର୍ମଳ ଆଉ ସ୍ବାଭାବିକ ହୁଅଂତୁ ଆମର ଲେଖକ ମିଳିବ ପୁନଶ୍ଚ ଆଦର ମନରୁ ଉଭେଇବ ଡର ଦେଖାଉଥିଲେ ଶବ୍ଦ-ଜ୍ଞାନ ସ୍ବଭାଷା ହୋଇବ ନିଶ୍ଚିହ୍ନ ଏମିତି ଲେଖିବା କଠିନ ସଂଧି ସମାସ ଆଦିରେ…

ଭାଷା ଭାଗବତ : ଅଂଡାଳ ନିଜ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଦ୍ୟମାନ ଓ ଅଂତର୍ଧାନ ପରମେଶ୍ବରଂକର ଗୁଣ ନ କରି ଅନ୍ୟତ୍ର ସଂଧାନ ଆଗ ଅଂଡାଳ ନିଜ ମନ ସବୁଠି ଉପସ୍ଥିତ ରହି କାହାକୁ କିଛି ବି ନ କହି କରାଂତି ନିଜ ସବୁ କାର୍ଯ ସିଏ ତ ସର୍ବଦା ସ୍ବୀକାର୍ଯ ସେ ଯେଣୁ ଅନଂତ ପ୍ରେରଣା ହୁଅଂତି…

ଭାଷା ଭାଗବତ : ଭଜନ ନିରଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବନରେ ଗଛଟିଏ ହୋଇ ମୁଁ ନିଜେ ପାରିବି କି ରହି ? ଦିଅଂତି, ପାଆଂତି ଆନଂଦ ରହଂତାନାହିଁ ଦ୍ବିଧା, ଦ୍ବଂଦ୍ବ ଏଠାରେ ସରିଲେ ଜୀବନ ହେ ପ୍ରଭୁ! ବାଛି ତପୋବନ ମୋତେ କରିବ ଗୋଟେ ଗଛ ମୋର ଏ ଇଚ୍ଛା ନୁହେ ମିଛ ମହାବନରେ ବୃକ୍ଷମାନ…

ଭାଷା ଭାଗବତ : ଜ୍ଞାନ ବିସ୍ତାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଜ୍ଞାନ ବିସ୍ତାର ପାଇଁ ଲୋଡ଼ା ଅଳ୍ପ ଅଧିକ ଲେଖା ପଢ଼ା କେବଳ ଜୀବନଯାପନ ସକାଶେ ପାଣି ଓ ଖାଦ୍ୟାନ୍ନ ବଦଭ୍ୟାସ ଓ ସଦଭ୍ୟାସ କରିଲେ ମନକୁ ବିବଶ ଅଭ୍ୟାସ ପାଳିବା ଅଭ୍ୟାସ ଘଟାଏ ଭାଷାର ବିନାଶ …

ଭାଷା ଭାଗବତ : ଦେଶୋନ୍ନୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାକୁ କରିବ ବିରୋଧ ସେ ହେବ ଅଧିକ ସମୃଦ୍ଧ ଧନୀକୁ ବିରୋଧ କରିବ ସେ କେବେ ହେବନି ଗରିବ ଜ୍ଞାନୀଂକୁ କରିଲେ ବିରୋଧ ହୁଅଂତି ନିଶ୍ଚିଂତ ପ୍ରବୁଦ୍ଧ ଏହା ତ ଜନମନସ୍ତତ୍ତ୍ବ ହୋଇସାରିଛି ପ୍ରମାଣିତ ଈର୍ଷାଳୁ କରିଲେ ବିରୋଧ…

ଭାଷା ଭାଗବତ : ଭାଷା ମାନସିକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜଣେ ଶିଖିଲେ ଗୋଟେ ଭାଷା ତା'ର ସ୍ମୃତିରେ ବାଂଧେ ବସା ଭାଷା ହୁଏନି ମନୁ ଖେଦି ମର୍ମକୁ ଯାଇଥାଏ ଭେଦି ସ୍ମୃତିରୁ ଭାଷା ଉନ୍ମୂଳନ ପ୍ରୟାସ ହୁଏ ଅକାରଣ କରୁଁ ନ କରୁଁ ବ୍ୟବହାର ସ୍ମୃତିରେ ରହେ ନିରଂତର କଥା କହୁଁ କି…

ଭାଷା ଭାଗବତ : ବ୍ୟକ୍ତିତ୍ୱ ଅନେକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମିଳେନି କାନମୋଡ଼ା, ବିଧା ତେବେ ବି କାହିଁ ଅସୁବିଧା ? ଯେ ଯାହା ପାରୁଁ, ତାହା ଲେଖୁଁ ନିଜେ ହିଁ ନିଜଠାରୁ ଶିଖୁଁ ସମାଜ ତା ବାଟରେ ଯାଏ କାହାକୁ ବାଟ ନ ବତାଏ ଏକାକୀ ହୋଇ, ଦେଲେ ଲେଖି ଯେ କେହି ହୋଇପାରେ ସୁଖୀ ଲୋକଂକ…