ଭାଷା ଭାଗବତ : ଭାଷାର ସମୁନ୍ନତି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କାମ କରିଲେ ଦେଇ ଧ୍ୟାନ
ଅବଶ୍ଯ ହୁଏ ତା ସଂପନ୍ନ
ହାରିବା ପାଇଁ ଥିଲେ ଭୟ
ଲଗାଇ ହୁଏନାହିଁ ଲୟ
ମନରେ ଥିଲେ ଦ୍ବିଧା ଭାବ
ହୋଇଲେ ଧୈର୍ଯର ଅଭାବ
କିଛି ବି ହୁଏନାହିଁ କରି
ଭାବି ସମୟ ଯାଏ ସରି
କଲେ ଅଯଥା କାଳ କ୍ଷୟ…