Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ :  ଶବ୍ଦ ଯାଏ ବ୍ୟାପି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୭ ଶବ୍ଦର ଶକ୍ତି ପରଖିବା ମନର ଭାବନା ଲେଖିବା ହୁଏତ ଅନ୍ୟ କେହି ପଢ଼ି ପାରିବ ମନୋଭାବ ଗଢ଼ି ଶବ୍ଦ ତ ଅଟେ ମଂଜି ପରି କାହାର ମନରେ ଅଂକୁରି ହୁଏ ଗୋଟିଏ ଶବ୍ଦତରୁ ଆଶ୍ରୟ ମିଳେ ତାହାଠାରୁ ଏହି ପ୍ରତ୍ୟୟ…

ଭାଷା ଭାଗବତ : ତ୍ରୁଟି ବିଚ୍ୟୁତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୬  ଲେଖାରେ ତ୍ରୁଟି ଓ ବିଚ୍ୟୁତି କରେ ଭାଷାର ଖୁବ୍‌ କ୍ଷତି ଲେଖାଳି ପାଇପାରେ ଖ୍ଯାତି ବୁଝେନି ପାଠକର ମତି ଲେଖକ ହେଲେ ପ୍ରତିଷ୍ଠିତ ଯଦି ହୁଏନି ଭାଷା ହିତ ସାହିତ୍ୟ ହୁଏ ମୂଲ୍ୟହୀନ ପାଠକେ ଦିଅଂତିନି…

ଭାଷା ଭାଗବତ : ଭାଷାର ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫  ନଦୀ ମାତ୍ରକେ ବଂକାରେଖା ନୂତନ ଜଳ ନେଇ ଏକା ଉପରୁ ତଳକୁ ଖସଇ ସମୁଦ୍ର ସହିତ ମିଶଇ ସିଧା ଅଥବା ଗୋଲାକାର ନ ହୋଇପାରେ ଜଳଧାର ସେମିତି ଜ୍ଞାନର ପ୍ରବାହ ସଂସାରେ ବହେ ଅହରହଃ ଜ୍ଞାନକୁ କରିଲେ ଆବଦ୍ଧ…

ଭାଷା ଭାଗବତ : ଭାଷା ଘଟ, ଜ୍ଞାନ ଜଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩ ଭାଷା ଘଟରେ ଜ୍ଞାନ ଜଳ ନିର୍ଗୁଣ ତରଳ ନିର୍ମଳ ଭାଷା ତ ଥାଏ ଭଳି ଭଳି ଜ୍ଞାନର ନାହିଁ ରୂପାବଳି ଯଦି ଘଟରେ ଜଳ ନାହିଁ କିଏ ବା ଲୋଡ଼ିବ କିପାଇଁ ? ଘଟରେ ଥାଏ ଯେଉଁ ଜଳ ତାହା ତ ସର୍ଦଦା ନିଶ୍ଚଳ ଜଳକୁ…

ଭାଷା ଭାଗବତ : ମୂଳାକ୍ଷର, ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨ ମୂଳାକ୍ଷର : କ ଖ ଗ ଘ ଯୁକ୍ତାକ୍ଷର : ଙ୍କ ଙ୍ଖ ଙ୍ଗ ଙ୍ଘ ପଙ୍କଜ ସଂଖ୍ୟକ ସଙ୍ଗୀତ ସଂଘର୍ଷ ମୂଳାକ୍ଷରରୁ ଯୁକ୍ତାକ୍ଷର ବେଶି ହେବାରୁ ବ୍ୟବହାର । ଆମର ଲିପିର ପ୍ରସାର ଅଟକି ରହି ଏବେ ସ୍ଥିର।…

ଭାଷା ଭାଗବତ : ସ୍ବରୁଚି, ସ୍ବଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ'  ଭାଗ : ୧ ଭାଷାରେ ବହୁ ଶବ୍ଦ ଅଛି ସ୍ବରୁଚି ଜାଣି ନେଉଁ ବାଛି କେଉଁଟି ଠିକ୍‌ କିମ୍ବା ଭୁଲ୍‌ ଭାଷାରେ ନୁହେ ବିଲ୍‌କୁଲ୍‌ ଭାଷା ମାତ୍ରକେ ଆଞ୍ଚଳିକ କଥା ମାତ୍ରକେ ସାମୟିକ ସ୍ଥାନ ଓ କାଳ ଅନୁଯାୟୀ କିଛି ବି ନୁହେ…