Latest Odisha News

BREAKING NEWS

Browsing Tag

Bhawanipatna

ପାର୍କିଂରେ ଥୁଆ ହୋଇଥିବା ୨ଟି କାର୍ ସହ ୬ଟି ବାଇକ୍ ଜାଳିଦେଲେ ଦୁର୍ବୃତ୍ତ

ଭବାନୀପାଟଣା: ଭବାନୀପାଟଣା ସହରର ଇରିଗେସନ୍ କଲୋନୀରେ ୮ଟି ଗାଡ଼ି ଜାଳି ଦେଇଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ୨ଟି କାର୍ ସହ ୮ଟି ବାଇକକୁ ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି । ଗାଡ଼ିରେ ନିଆଁ ଲଗାଇବା ସହ ଦୁର୍ବୃତ୍ତ ପାର୍କିଂରେ ଲାଗିଥିବା ସିସିଟିଭିକୁ ଅଚଳ କରି ଦେଇଛନ୍ତି । ଏନେଇ…

ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ । ତାଙ୍କ ନାଁ ସୂର୍ଯ୍ୟ ନାରାୟଣ ରଥ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ସୂର୍ଯ୍ୟନାରାୟଣଙ୍କର ଝାରସୁଗୁଡ଼ା ସ୍ଥିତ ବାସଭବନ ସମେତ ଏକକାଳୀନ 6ଟି ସ୍ଥାନରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଦୁଇ ଜଣ ପିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ ହୋଇଛି । ପଞ୍ଚାୟତ କାର୍ୟ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି…

ବିନା ଭକ୍ତରେ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: କରୋନା କଟକଣା ଓ ବିନା ଭକ୍ତରେ ହେଲା କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଜେନାଖୋଲରେ ପ୍ରଥମେ ମା’ଙ୍କ ପ୍ରଥମେ ଗୁପ୍ତ ପୂଜା ହୋଇଥିଲା । ଏହାପରେ ବିନା ଭକ୍ତରେ ସହର ପରିକ୍ରମା କରିବା ମା' ମାଣିକେଶ୍ୱରୀଙ୍କ ଛତର । ଆଜି ସକାଳେ…

ଟ୍ରକ୍ ମଧ୍ୟରୁ ଉଦ୍ଧାର ହେଲା ଅଜଗର

ଭବାନୀପାଟଣା: ରାୟଗଡା ଜିଲ୍ଲାରେ ଶୁକ୍ରବାର ଦିନ ବନ କର୍ମଚାରୀମାନେ ଏକ ଟ୍ରକ୍ ମଧ୍ୟରୁ ପାଖାପାଖି ୭ ଫୁଟ୍ ଲମ୍ବର ଏକ ଅଜଗରକୁ ଉଦ୍ଧାର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଭବାନୀପାଟଣାରୁ ପ୍ରାୟ ୧୬ କିମି. ଦୂରରେ ଥିବା ଛଟିକୁଡା ଗ୍ରାମ ନିକଟରେ ଜଣେ ଟ୍ରକ୍ ଡ୍ରାଇଭର୍ ଗାଡିର ପଛ ଚକାରେ…

ଭବାନୀପାଟଣା: ରାସ୍ତାକଡରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମଣିଙ୍ଗପଦର ଗ୍ରାମ ନିକଟରୁ ସୋମବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଜଣେ ମହିଳା ଉଦ୍ଧାର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜଣେ ମହିଳା ଆଜି ସକାଳୁ ସେହି ରାସ୍ତା ଦେଇ ଯାଉଥିବାବେଳେ ଉକ୍ତ ନବଜାତ ଶିଶୁଟିର କାନ୍ଦ…