Latest Odisha News

BREAKING NEWS

Browsing Tag

bhopal

ଏମିତି ମନ୍ଦିର ଯେଉଁଠି ଭୋଗରେ ଫଳ ନୁହେଁ ଦିଆଯାଏ କାନ୍ଥ ଘଣ୍ଟା

ଭୋପାଳ: ଭିନ୍ନ ଲୋକ, ଭିନ୍ନ ଭାଷା, ଭିନ୍ନ ଚେହେରା, ଭିନ୍ନ ପରମ୍ପରା ଏହା କୈାଣସି ନୂଆ କଥା ନୁହେଁ । କିନ୍ତୁ ଯେତେବେଳେ ଭଗବାନଙ୍କ କଥା ଆସେ ସେତେବେଳେ ପୂଜା ପଦ୍ଧତି ପସନ୍ଦ ଅନୁଯାୟୀ ପରିବର୍ତ୍ତନ ହୁଏ ନାହିଁ । ପ୍ରତ୍ୟେକ ଧର୍ମରେ ଈଶ୍ୱରଙ୍କ ଉପାସନାର ଏକ ନିୟମ ରହିଛି ଏବଂ ସମସ୍ତେ ଏହାକୁ…

ଭୋପାଳରେ ଦେଶର ପ୍ରଥମ ମର୍ଡନ ଷ୍ଟେସନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅତ୍ୟାଧୁନିକ ରେଲୱେ ଷ୍ଟେସନର ଉଦଘାଟନ କରିଛନ୍ତି। ମଧ୍ୟପ୍ରଦେଶ ଭୋପାଳରେ ଥିବା ହିବିବଗଞ୍ଜ ରେଳ ଷ୍ଟେସନକୁ ନବୀକରଣ କରି ଏୟାରପୋର୍ଟ ଭଳି ପ୍ରସ୍ତୁତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଭୋପାଳ ଗସ୍ତ କରି ଏହି ଅତ୍ୟାଧୁନିକ ରେଳ…

ଭେଣ୍ଡି ଦର ଆକାଶଛୁଁଆ; କେଜିକୁ ୮୦୦ ଟଙ୍କା

ଭୋପାଳ: ଆକାଶଛୁଁଆ ଭେଣ୍ଡି ଦର। ‌୧ କେ.ଜିକୁ ୮୦୦ ଟଙ୍କାରେ ବିକ୍ରି ହେଉଛି ଭେଣ୍ଡି। ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଭୋପାଳରେ ଖଜୁରୀ କାଲାନ ଅଞ୍ଚଳର ଜଣେ ଚାଷୀ ମିସ୍ରିଲାଲ ରାଜପୁତ ତାଙ୍କ ବଗିଚାରେ ନାଲି ଓକରା ଅର୍ଥାତ୍‌ ନାଲି ଭେଣ୍ଡି ଫଳାଇଛନ୍ତି। ଯାହାର ଦାମ୍‌ କେଜିକୁ ୮୦୦ ଟଙ୍କା…

ପତ୍ନୀଙ୍କୁ ମାରପିଟ୍ କଲେ ସ୍ୱତନ୍ତ୍ର ପୋଲିସ ଡିଜି, ଭିଡିଓ ଭାଇରାଲ

ଭୋପାଲ: ରକ୍ଷକ ସାଜିଲା ଭକ୍ଷକ । କ୍ୟାମେରାରେ କଏଦ୍ ହେଲା ଜଣେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ କାରନାମା । ନିଜ ପତ୍ନୀଙ୍କୁ ମାଡ ଉପରେ ମାଡ ମାରି ଚାଲିଛନ୍ତି ଜଣେ ବରିଷ୍ଠ ପୋଲିସ ମହାନିର୍ଦ୍ଦେଶକ । ଏତିକିରେ ରାଗ ଶାନ୍ତ ହେଉନି ତାଙ୍କର, ତଳେ ପକାଇ ନିଜ ସ୍ତ୍ରୀର ମୁଣ୍ଡକୁ କଚାଡି ମଧ୍ୟ…

ବଜାରରେ ବଢ଼ୁଛି ମୋଦୀ-ରାହୁଲ ମାସ୍କର ଚାହିଦା

ଭୋପାଲ: ଦେଶରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି କରୋନା । ଏହି କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ । ପ୍ରତ୍ୟେକ ଲୋକ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସକରାର ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏପରି ସମୟରେ…

ଘରୁ ଲୁଚି ଚାଲିଯାଇଥିବା ଝିଅ ଲାଗି ଶୁଦ୍ଧିକ୍ରିୟା ନିଷ୍ପତ୍ତି ନେଲେ ବାପା !

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ଜଣେ ବାପା ତାର ଜୀବିତ ଝିଅକୁ ମୃତ ଘୋଷଣା କରିବା ସହ ଝିଅର ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ଭୋପାଳ ଜିଲ୍ଲା କୁଚରୋଦ ଗ୍ରାମର…