Latest Odisha News

BREAKING NEWS

Browsing Tag

Bhubaneswar

ରୁକୁଣା ରଥ ନୀତି ବିଳମ୍ବ ; ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା

ଭୁବନେଶ୍ୱର : ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଚାଲୁଥିବା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ପହଣ୍ଡି…

ଦେବୀ ନଦୀରେ ବୁଡ଼଼ିଗଲେ ଭୁବନେଶ୍ୱରର ୩ ଛାତ୍ର

ଜଗତସିଂହପୁର: ଦେବୀ ନଦୀ ଘାଟରେ ଅଘଟଣ । ବୁଡ଼ିଗଲେ ୩ ଜଣ ଛାତ୍ର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀ ଘାଟରେ ତିନି ଜଣ ଛାତ୍ର ବୁଡ଼ି ଯାଇଥିବା ବେଳେ ଅନ୍ୟ ଜଣେ କୂଳକୁ ଫେରି ଆସିଛନ୍ତି । ଜଣେ ଛାତ୍ରଙ୍କ ମୃତଦହେ ମିଳିଥିବା ବେଳେ ଆଉ ୨ ଜଣ ନିଖୋଜ ଥିବା ଜଣାପଡ଼ିଛି ।…

କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ କଟକ ଏସସିବିକୁ ସ୍ଥାନାନ୍ତର

ଭୁବନେଶ୍ୱର : ପୁଣି ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲାଇଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଗତ କାଲି ବିଳମ୍ବିତ ରାତିରେ ବାଙ୍କୁଆଳ ନଦୀ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ୍‌ ଟିମ୍‌  । ଆହତ ଜିତେନ୍ଦ୍ରଙ୍କୁ ପ୍ରଥମେ କ୍ୟାପିଟାଲ…

କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ବଢ଼ିଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସ୍ବାଭାବିକ ହେବା ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏମ୍‌ସ ଭୁବନେଶ୍ୱରରେ ୨୦୨୨ ମସିହାରେ ୬୭୪ ଜଣ ଯକ୍ଷ୍ମା (ଟିବି) ରୋଗୀ ଚିହ୍ନଟ ହୋଇଥିଲେ । ଯାହାକି ୨୦୨୧ରେ ଏହି ଜାତୀୟ ସ୍ବାସ୍ଥ୍ୟ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ବର: ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ। ଧାନ କିଣା ବିକାରେ ଅନିୟମିତତା ନେଇ ପ୍ରତିବାଦ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ…

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ମମତା ବାନାର୍ଜୀ

ଭୁବନେଶ୍ୱର : ଆଜି ଦୁଇ ରାଜ୍ୟ ମୁଖ୍ୟଙ୍କ ହେବ ଭେଟଘାଟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ତାଙ୍କ ଶେଷ ଦିନ । ତେବେ ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦୁଇ ରାଜ୍ୟ ମୁଖ୍ୟଙ୍କ ଭେଟଘାଟକୁ ନେଇ…

ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କାଳିଆ ଦର୍ଶନ ସହ ନବୀନଙ୍କୁ ଭେଟିବେ ମମତା

ଭୁବନେଶ୍ବର : ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବାପରେ ସେଠାରୁ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ…

ପେଟ୍ରୋଲ ପମ୍ପରେ ଆତଙ୍କ, ଧାରୁଆ ଅସ୍ତ୍ରରେ କର୍ମଚାରୀଙ୍କୁ ଆକ୍ରମଣ କରି ଥାନାରେ ୩ ଅଟକ

ଭୁବନେଶ୍ୱର: ସୋମବାର ସନ୍ଧ୍ୟା ସମୟରେ କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଜଣେ ଯୁବକ ଆତଙ୍କ ଖେଳାଇ ଦେଇଥିଲେ । ଧାରୁଆ ଅସ୍ତ୍ର ଧରି ଗୋଡ଼ାଇବା ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକ ଉକ୍ତ ଯୁବକଙ୍କୁ କାବୁ କରି ବଡ଼ଗଡ଼ ପୋଲିସ…

DJ ଆଜେକ୍ସ ଆତ୍ମହତ୍ୟା ମାମଲା, ବାନ୍ଧବୀ ଓ ପୁରୁଷବନ୍ଧୁଙ୍କ CDR ରିପୋର୍ଟ ମାଗିଲା ପୋଲିସ

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଆତ୍ମହତ୍ୟା ପଛରେ ଅର୍ଥ ଦେଣନେଣ ଓ ବ୍ଲାକମେଲିଂ ନେଇ ପୋଲିସକୁ ସୁରାକ୍ ମିଳିଥିବା ଚର୍ଚ୍ଚା ହେଉଛି। ସେପଟେ ମୃତ୍ୟୁ ରହସ୍ୟ ଖୋଲିବାକୁ…

ଡ୍ରାଇଭରଙ୍କ ଆନ୍ଦୋଳନ, ପେଟ୍ରୋଲ ପମ୍ପରୁ ସରି ଆସୁଛି ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ଷ୍ଟିୟରିଂ ଛାଡ଼ି ନାକେଦମ୍ କଲେଣି ଡ୍ରାଇଭର । ଜାତୀୟ ରାଜପଥରେ ଡ୍ରାଇଭରଙ୍କ ରାସ୍ତାରୋକ ଯୋଗୁଁ ମାଲବାହୀ ଗାଡ଼ି ଗଡ଼ୁ ନାହିଁ । ଅନ୍ୟ ପଟେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସହରରେ ଦେଖା ଦେଇଛି ପେଟ୍ରୋଲ ଓ ଡିଜେଲ୍ ଅଭାବ । ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ପାଇଁ ସହର…