Latest Odisha News

BREAKING NEWS

Browsing Tag

Bhubaneswar

ବାତ୍ୟା ‘ୟାସ୍’ ପରେ ଭୁବନେଶ୍ୱର ଓ ରାଉରକେଲାରେ ଟୀକାକରଣ ଆରମ୍ଭ

ଭୁବନେଶ୍ୱର/ରାଉରକେଲା: ବାତ୍ୟା 'ୟାସ୍' ପରେ ଭୁବନେଶ୍ୱର ଏବଂ ରାଉରକେଲାରେ ବନ୍ଦ ରହିଥିବା ଟୀକାକରଣ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଏବଂ ଶୁକ୍ରବାର ଦିନ…

ବାତ୍ୟା ‘ୟାସ୍’: ଆଜି ରାତି ୧୧ରୁ ଭୁବନେଶ୍ୱରରୁ ବିମାନ ଉଡାଣ ବନ୍ଦ

ଭୁବନେଶ୍ୱର: ବାତ୍ୟା 'ୟାସ୍' କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମଙ୍ଗଳବାର ରାତି ୧୧ ଟାରୁ ବିମାନ ଚଳାଚଳ ସ୍ଥଗିତ ରହିବ। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି ଯେ ବାତ୍ୟା କୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ…

ନର୍ସିଂ ଚାକିରି ଛାଡ଼ି ସ୍ୱାମୀଙ୍କ ସହ ମିଶି ଶବଦାହ କରୁଛନ୍ତି ଭୁବନେଶ୍ୱରର ମଧୁସ୍ମିତା ପୃଷ୍ଟି

ଭୁବନେଶ୍ୱର: କରୋନା ଅନେକଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି । କାହାଠୁ ପ୍ରିୟ ପରିଜନଙ୍କୁ ଛଡ଼ାଇ ନେଇଛି ତ ଆଉ କାହାଠୁ ଅର୍ଥ ଉପାର୍ଜନର ପନ୍ଥା । ମହାମାରୀ ସହ ଲଢ଼ୁ ଲଢ଼ୁ ଅନେକଙ୍କ ଜୀବନଜୀବିକା ବି ଚାଲି ଯାଇଛି । କରୋନା ସହ ସଂଘର୍ଷ ଭିତରେ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି…

ସଟଡାଉନରେ ବେଆଇନ୍ ବନ୍ଧୁକ ବେପାର, ରାଜଧାନୀରେ ଜଣଙ୍କୁ ମାଡ଼ି ବସିଲା ଏସଟିଏଫ

ଭୁବନେଶ୍ୱର: ସଟଡାଉନରେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି । ଚେକିଂ ବ୍ଲକିଂ ମଧ୍ୟ କରାଯାଇଛି । ହେଲେ ଅପରାଧୀଙ୍କ ଡର ନାହିଁ । ଶନିବାର ସକାଳେ ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ ହାତରେ ଧରା ପଡ଼ିଛି…

ରାଜଧାନୀରୁ ଆଉ ୧୧୨୦ ସଂକ୍ରମିତ ଚିହ୍ନଟ, ଆକ୍ଟିଭ୍ କେସ୍ ୧୨ ହଜାର ପାର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଦୈନିକ ସଂକ୍ରମଣ ମାମଲା ୧୧ ଶହ ପାର୍ କରିଛି । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୧୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୮ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ୧୧୨୦ ସଂକ୍ରମିତଙ୍କ ମଧ୍ୟରୁ ୧୫୯ଟି କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା…

ରାଜଧାନୀରେ ୧୮-୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପୁଣି ସ୍ଲଟ ବୁକିଂ…ଜାଣନ୍ତୁ କେଉଁ ସମୟରେ କରିବେ…

ଭୁବନେଶ୍ୱର: ୧୮-୪୪ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ । ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ । ? New slots for COVID Vaccination of 18 - 44 age groups &…

କମିଶନରେଟ୍ ପୋଲିସରେ ୨୧୦ରୁ ଅଧିକ ପୋଲିସ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କୋଭିଡ୍ ଯୋଦ୍ଧା ବି ସଂକ୍ରମିତ ହେଉଛନ୍ତି । ଏବେ ଟ୍ୱିନ୍ ସିଟିରେ କମିଶନରେଟ୍ ପୋଲିସର ୨୧୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ୧୪ ଜଣ ଅଧିକାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଶନିବାର ଏନେଇ ପୋଲିସ…

ଭୁବନେଶ୍ୱରରୁ ୧୨୯୪ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୧୧୩୧ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୧୨୯୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୩ ଓ ସ୍ଥାନୀୟ ଅଂଚଳରୁ ୧୧୩୧ ଜଣ…

ଭୁବନେଶ୍ୱରର ଏହି ମଲରେ ଦିଆଯିବ ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍

ଭୁବନେଶ୍ୱର: ରାଜଧାନୀରେ କରୋନା ଟିକାକରଣକୁ ବିଏମସି ବ୍ୟାପକ କରିଛି । ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଅନ୍ୟପଟେ ଘରୋଇ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକାଦାନ ବନ୍ଦ ରହିଛି । ଫଳରେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା…

ରାଜଧାନୀରେ ୮ ହଜାର ଟପିଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଶନିବାର ରାଜଧାନୀରେ ଚିହ୍ନଟ ୧୦୯୩ଟି ନୂଆ ମାମଲା ସହ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଛି । ଶନିବାର ୧୨୧ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ ୫୦୯ ଜଣ କରୋନାରୁ ସୁସ୍ଥ…